ଯାଜପୁର ଏସ୍‌ପିଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ: ୪ ପୋଲିସ କର୍ମଚାରୀଙ୍କୁ କଲେ ସସ୍‌ପେଣ୍ଡ୍‌

Published By : Prameya-News7 Bureau | February 28, 2021 IST

ଯାଜପୁର୨୮/୨: ଡ୍ୟୁଟି ସମୟରେ ମଦ ପିଇ ସସ୍‌ପେଣ୍ଡ ହେଲେ ୪ କର୍ମଚାରୀ। ଏହି ଘଟଣା ଯାଜପୁର ଏସ୍‌ପିଙ୍କ ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କର୍ମଚାରୀ ହେଲେ ଜାରକା ଫାଣ୍ଡିର ୨ କନଷ୍ଟେବଳ ଏବଂ ୨ ଓଏପିଏଫ୍‌ ଯବାନ। ଏଭଳି କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ଯାଜପୁର ଏସ୍‌ପିଙ୍କୁ ପ୍ରଶଂସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.