ଯାଜପୁର ରେଳ ଷ୍ଟେସନରେ ଅଘଟଣ; ତଳକୁ ଖସି ପଡିଲା ରେଷ୍ଟ ସେଡର ଆଜବେଷ୍ଟ ସିଟ

Published By : Prameya-News7 Bureau | October 05, 2018 IST

ଯାଜପୁର ୫/୧୦ : ଯାଜପୁର ରୋଡ଼ ରେଳ ଷ୍ଟେସନରେ ଘଟିଛି ଅଘଟଣ | ରେଷ୍ଟ ସେଡରେ କୋଇଲା ବୋଝେଇ ଟ୍ରେନ ମାଡ ହୋଇ ତଳକୁ ଖସି ପଡିଲା ରେଷ୍ଟ ସେଡର ଆଜବେଷ୍ଟ ସିଟ | ସେତେବେଳେ କୌଣସି ଯାତ୍ରୀ ନଥିବାରୁ କିଛି କ୍ଷୟକ୍ଷତି ହୋଇନାହିଁ | ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଗତକାଲି ବିଲମବିତ ରାତିରେ ଏହି ଅଘଟଣ ଘଟିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.