ଯାଜପୁରରେ ନଗଡ଼ାର ଦୃଶ୍ୟ
9/09/2018 at 1:32 AM

ଗରିବଙ୍କ ପାଇଁ ସରକାରଙ୍କ ମାଳ ମାଳ ଖାଦ୍ୟ ସୁରକ୍ଷା ଯୋଜନା । ହେଲେ ସ୍ଥାନୀୟ ପ୍ରଶାସନର ଅବହେଳାରୁ ଏସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଯାଜପୁର ଜିଲ୍ଲା ମନୋହରପୁର ଗାଁ ପଡାଗ୍ରାମ ନୂଆସାହିରେ ଗୋଟିଏ ଗରିବ ପରିବାରର କରୁଣ ଚିତ୍ର ଏହାକୁ ପମାଣିତ କରୁଛି ।