Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ପ୍ରକାଶ ପାଇଛି ଯାଜପୁର ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ରେଜଲ୍ଟ

25/05/2018 at 1:47 PM

ଯାଜପୁର ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି କଳା, ବାଣିଜ୍ୟ, ବିଜ୍ଞାନ ବିଭାଗର ପରୀକ୍ଷାଫଳ ପ୍ରକାଶ କଲେ ଅଧ୍ୟକ୍ଷ । ଏହି ବର୍ଷ ମହାବିଦ୍ୟାଳୟରେ ତିନୋଟି ବିଭାଗରୁ ମୋଟ ୭୩୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ମୋଟ ୬୫୭ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ କଳାର ପାଶ୍ ହାର ସର୍ବୋଚ୍ଚ ଶତକଡା ୯୨.୦୯ ଥିଲାବେଳେ ,ତା ତଳକୁ ବିଜ୍ଞାନ ରେ ୮୯.୨୧ ଓ ବାଣିଜ୍ୟରେ ୮୭.୦୫ ହୋଇଥିଲା । ଏହି ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଠାରୁ ଭଲ ରେଜଲ୍ଟ କରିଛନ୍ତି । ମହାବିଦ୍ୟାଳୟରେ ୨୧୦୩ ନମ୍ବର ରଖି ବେଷ୍ଟ ଗ୍ରାଡୁଏଟ ହୋଇଛନ୍ତି ଏ÷÷ଏୈଶ୍ବର୍ଯ୍ୟା ବି ଆଚାର୍ଯ୍ୟ ଯାହାଙ୍କର ସିଜିପିଏ ୯.୩ ଥିଲାବେଳେ ବାଣିଜ୍ୟରେ ଚାନ୍ଦିନୀ ଶର୍ମା ୧୯୨୪ ନମ୍ବର ରଖି ବାଣିଜ୍ୟ ବିଭାଗରେ ପ୍ରଥମ ହୋଇଥିଲାବେଳେ , କଳା ବିଭାଗରୁ ୧୯୭୦ ନମ୍ବର ରଖି ପ୍ରଭାତ କୁମାର ଆଚାର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମହାବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମହାବିଦ୍ୟାଳୟ ତରଫରୁ ଅଧକ୍ଷ୍ୟ ହେମନ୍ତ କୁମାର ରାଉତ ।

Leave a Reply

   Related Posts