କଟାମୁଣ୍ଡ ଧରି ଥାନାରେ ପହଁଞ୍ଚିଲା ଯୁବକ: ଛତରା ଗାଁରେ ଚାଞ୍ଚଲ୍ୟ
15/07/2020 at 9:17 PM

ଯାଜପୁର୧୫/୭: ଯାଜପୁର ଦାନଗଦୀ ବ୍ଲକ ଛତରା ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ବୃଦ୍ଧାଙ୍କ ବେକ କାଟି ଦେଲା ଯୁବକ। କଟାମୁଣ୍ଡା ଧରି ଥାନାରେ ଆତ୍ମସମର୍ପଣ କଲା ଯୁବକ।ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି। ଅଭିଯୁକ୍ତ ଯୁବକକୁ ଗିରଫ କଲା ଯୁବକ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୂର୍ବରୁ ଗୁଣି ଗାରେଡି ସନ୍ଦେହରେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଘଟଣାରେ ଦାନଗଦୀ ପୋଲିସ୍ ଅଭିଯୁକ୍ତ ଗିରଫ କରି ଅଧିକ ତଦନ୍ତ ପାଇଁ ତାଙ୍କୁ ପଚାରଉଚୁରା କରୁଛି।
Related Posts
ଚୋରାରେ ଦିଲ୍ଲୀ ଚାଲାଣ ; ଗଞ୍ଜେଇ ବୋଝେଇ କାର୍ ଜବତ, ୨ଗିରଫ
17 April 2021