Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାୟା ମେଲାଉଛି କରୋନା, ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ପଜିଟିଭ୍ ଚିହ୍ନଟ
  • ||
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

କଟାମୁଣ୍ଡ ଧରି ଥାନାରେ ପହଁଞ୍ଚିଲା ଯୁବକ: ଛତରା ଗାଁରେ ଚାଞ୍ଚଲ୍ୟ

15/07/2020 at 9:17 PM

ଯାଜପୁର୧୫/୭: ଯାଜପୁର ଦାନଗଦୀ ବ୍ଲକ ଛତରା ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ବୃଦ୍ଧାଙ୍କ ବେକ କାଟି ଦେଲା ଯୁବକ। କଟାମୁଣ୍ଡା ଧରି ଥାନାରେ ଆତ୍ମସମର୍ପଣ କଲା ଯୁବକ।ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି।  ଅଭିଯୁକ୍ତ ଯୁବକକୁ ଗିରଫ କଲା ଯୁବକ।  ଏହି  ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୂର୍ବରୁ ଗୁଣି ଗାରେଡି ସନ୍ଦେହରେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ​‌ହି ଘଟଣାରେ ଦାନଗଦୀ ପୋଲିସ୍ ଅଭିଯୁକ୍ତ ଗିରଫ କରି ଅଧିକ ତଦନ୍ତ ପାଇଁ ତାଙ୍କୁ ପଚାରଉଚୁରା କରୁଛି।

   Related Posts