ଢେଙ୍କାନାଳ ଜେଲ୍ ପାଚେରୀରେ ପିନ୍ଧା ଲୁଙ୍ଗି ବାନ୍ଧି ଖସି ପଳାଇଛି କଏଦୀ

Published By : Prameya-News7 Bureau | December 13, 2019 IST

ଢେଙ୍କାନାଳ ୧୩।୧୨ - ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରାଧୀନ କଏଦୀ ଚମ୍ପଟ । ଜେଲ୍ ପାଚେରୀରେ ପିନ୍ଧାଲୁଙ୍ଗି ବାନ୍ଧି ଖସି ପଳାଇଛି କଏଦୀ ଶିବ ମୁଣ୍ଡା ।  ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସେ ବିଚାରାଧୀନ କଏଦୀ ଥିଲା ।

୨୦୧୬ ନଭେମ୍ବର ୨୪ ରେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ଜେଲ୍ ରେ ତନାଘନା ଚାଲିଛି ।  ଶିବ ମୁଣ୍ଡାଙ୍କୁ ଧରିବାକୁ ଜୋରସୋର ଉଦ୍ୟମ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.