Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ପିଛା କରିବା ପାପାରାଜିଙ୍କୁ ପଡ଼ିଲା ମହଙ୍ଗା : ଉଚିତ୍ ଜବାବ ଦେଲେ ଜାହ୍ନବୀ କପୁର

28/02/2020 at 5:06 PM

ମୁମ୍ବାଇ ୨୮/୨: ଜାହ୍ନବୀ କପୁର ଅଧିକାଂଶ ସମୟ ନିଜ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି କିନ୍ତୁ ଏବେ ସେ ଅଲଗା କାରଣ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି। ଏବେ ନିକଟରେ ଜାହ୍ନବୀ ‘ଧଡ଼କ’ ଫିଲ୍ମର ନିର୍ଦେଶକ ଶଶାଙ୍କ ଖେତାନଙ୍କ ଜନ୍ମଦିନରେ ପହଞ୍ଚିଥିଲେ। ଏହି ପାର୍ଟିରେ ତାଙ୍କ ଭାଇ ଅର୍ଜ୍ଜୁନ କପୁରଙ୍କ ସମେତ ଅନ୍ୟାନ୍ୟ ଷ୍ଟାରମାନେ ମଧ୍ୟ ଥିଲେ। ପାର୍ଟିରେ ସମସ୍ତେ ବହୁତ ଅଧିକ ମସ୍ତି କରିଥିଲେ। ଏହା ପରେ ଶଶାଙ୍କ କେକ୍ କାଟିବା ପରେ ସମ​‌ସ୍ତେ ଜନ୍ମଦିନ ଓ୍ବିଶ୍ କରିଥିଲେ।

ପାର୍ଟି ସରିଯିବା ପରେ ଯେତେବେଳେ ଜାହ୍ନବୀ ଘରକୁ ଯିବା ପାଇଁ ବାହାରିଥିଲେ ପାପାରାଜିମାନେ ତାଙ୍କୁ ଘେରି ଯାଇଥିଲେ। ବ୍ଲାକ୍ ଟପ୍ ସହ ରିପଡ ଜିନ୍ସ ଏବଂ ସ୍ନିକର୍ସ ପିନ୍ଧିଥିବା ଜାହ୍ନବୀ କପୁର ଚାରିଆଡ଼ୁ ଫଟୋଗ୍ରାଫରଙ୍କୁ ଦେଖି ତୁରନ୍ତ ନିଜ ଗାଡ଼ି ଆଡ଼କୁ ବଢ଼ିଥିଲେ ଏବଂ କ୍ୟାମେରା ଧରି ମିଡିଆ ଲୋକମାନେ ତାଙ୍କ ପିଛା କରିଥିଲେ। ଏହା ପରେ ଜାହ୍ନବୀ ରାଗିଯାଇ ତାଙ୍କୁ ପଚାରିଥିଲେ ଆପଣମାନେ କେତେ ବାଟ ଚାଲିକି ଆସିବେ? ସେତେବେଳେ ଜବାବ ଆସିଥିଲା ଯେ ଆପଣଙ୍କ ଗାଡ଼ି ଯାଏଁ। ଆଉ ଜଣେ କହିଥିଲେ ଯେ ଆପଣ କହିଲେ ଆପଣଙ୍କ ଘର ଯାଏଁ ଯିବା। ଏହା ଶୁଣି ଜାହ୍ନବୀ ହସି କହିଥିଲେ , ‘ଆସି ଯାଆନ୍ତୁ ’।

ଜାହ୍ନବୀଙ୍କ କାମ କଥା କହିବା ଯଦି ଜାହ୍ନବୀ କପୁର ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍,ଦୋସ୍ତାନା ୨,ତଖ୍ଥ,ରୁହି ଆଫଜା ଏବଂ ଦୋସ୍ତାନା ୨ରେ ନଜର ଆସିବେ।

   Related Posts