Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସକାଳୁ ଉଠି ବାସି ମୁହଁରେ ଗୁଡ଼ ଖାଇ ଗରମ ପାଣି ପିଅନ୍ତୁ : ଏହାପରେ ଯାହା ହେବ ଦେଖି ଉଡ଼ିଯିବ ହୋସ୍

7/04/2019 at 1:46 PM

ଆୟୁର୍ବେଦରେ କେବଳ ଯେ ଭିନ୍ନ ଭିନ୍ନ ରୋଗର ଚିକିତ୍ସା ରହିଛି ତାହା ନୁହେଁ ବରଂ ଆୟୁର୍ବେଦ ମାଧ୍ୟମରେ ଆମକୁ ଏପରି ଔଷଧ ଏବଂ ଖାଦ୍ୟ ପଦାର୍ଥର ମିଶ୍ରଣରୁ ହେଉଥିବା ଚୂର୍ଣ୍ଣ ବିଷୟରେ ଜାଣିବାକୁ ମିଳିଥାଏ ଯାହାଦ୍ବାରା ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା କରାଯାଇଥାଏ। ଆଜି ଆମେ ଜାଣିବା ଗୁଡ଼ ବିଷୟରେ

ଭାରତ ଏକ ଏପରି ଦେଶ ଯେଉଁଠାରେ ଲୋକେ ଗୁଡ଼ ଖାଇବାକୁ ଭଲ ପାଇଥାଆନ୍ତି। କିନ୍ତୁ କିଛି ଲୋକ ଏପରି ରହିଥାଆନ୍ତି ଯେଉଁମାନେ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିବା ଯୋଗୁଁ ମିଠା ଖାଇନଥାଆନ୍ତି। କିନ୍ତୁ ଯଦି ଆପଣ ମିଠା ଖାଇବାର ସଉକକୁ ପୂରା କରିବାକୁ ଚାହୁଁଛନ୍ତି ଏବଂ ସ୍ବାସ୍ଥ୍ୟକୁ ନେଇ ବି ସଚେତନ ଅଛନ୍ତି ତେବେ ଗୁଡ଼ ଆପଣଙ୍କ ପାଇଁ ଉପଯୁକ୍ତ ପସନ୍ଦ ଅଟେ।

ଖାଲି ପେଟରେ ଗୁଡ଼ ସହ ପାଣି ପିଇଲେ ଆପଣଙ୍କ ଶରୀରକୁ ଶକ୍ତିଶାଳୀ ହୋଇଥାଏ। ଏହା ସହିତ ଆପଣଙ୍କ ରକ୍ତ ପରିଷ୍କାର ହୋଇଥାଏ। ଶରୀରରେ ଠିକଭାବେ ରକ୍ତ ପ୍ରବାହିତ ହୋଇଥାଏ। ଏହା ହୃଦରୋଗ ପାଇଁ ମଧ୍ୟ ଉପଯୋଗୀ। ଅତ୍ୟଧିକ କ୍ଳାନ୍ତି ଅନୁଭବ କଲେ ଗୁଡ଼ ଖାଇବା ଦ୍ବାରା ଆପଣଙ୍କ ଶକ୍ତି ସ୍ତର ବଢ଼ିଯାଇଥାଏ। ଗୁଡ଼ ଶୀଘ୍ର ହଜମ ହୋଇଯାଇଥାଏ ଏବଂ ସୁଗାରର ସ୍ତର ବଢ଼ିନଥାଏ।

   Related Posts