ବିଜେଡ଼ି ଅଫିସ ଭଙ୍ଗାରୁଜା କଲେ ଜଗତସିଂହପୁର ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକ
31/03/2019 at 8:52 PM

ଭୁବନେଶ୍ଵର ୩୧/୩- ଆଜି ନବୀନ ପଟ୍ଟନାୟକ ୯ଟି ବିଧାନ ସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିବା ପରେ ବିଜେଡ଼ି ଅଫିସ ଭଙ୍ଗାରୁଜା । ଏହି ଭଙ୍ଗାରୁଜାରେ ଜଗତସିଂହପୁର ଆସନର ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ କରିଥିବା ଜଣାଯାଇଛି । ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ମଧ୍ୟ ବିଷ୍ଣୁଙ୍କ ସରକାରୀ ବାସଭବନ ଆଗରେ ନାରାବାଜି କରିଛନ୍ତି ।
ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ କରଯାଇ ମଧ୍ୟ ଥାନା ଛକରେ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021