Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କ୍ଷୀର ପିଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ; ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

25/08/2018 at 7:17 AM

ପୁରୀ ୨୫/୮ : ଶ୍ରୀଜଗନ୍ନାଥ ମହାପ୍ରଭୁ କ୍ଷୀର ପିଉଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ୍ ଯୋରରେ ଭାଇରାଲ ହୋଇଛି। ତେବେ ଏହା କେଉଁ ଅଞ୍ଚଳର ଭିଡ଼ିଓ ଓ କିଏ ପୋଷ୍ଟ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଭିଡ଼ିଓରେ ଜଣେ ମହିଳା ନିମ୍ୱକାଠରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଧରିଥିବା ବେଳେ ଜଣେ ବ୍ୟକ୍ତି ଏକ ଚମୁଚରେ ମୁର୍ତ୍ତିର ଓଠରେ କ୍ଷୀର ଦେବା ମାତ୍ରେ ତାହା କେଉଁଆଡ଼େ ଉଭାନ୍ ହୋଇଯାଉଛି। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକତା ଓ ସ୍ୱୟଂ ମହାପ୍ରଭୁ କ୍ଷୀର ପିଉଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ଦୀର୍ଘବର୍ଷ ପୂର୍ବେ ସମଗ୍ର ଭାରତ ବର୍ଷରେ ଶ୍ରୀଗଣେଷ କ୍ଷୀର ପିଉଥିବାର ଖବର ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା।

   Related Posts