Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସୁରକ୍ଷିତ ଶ୍ରୀମନ୍ଦିର ! ଜଗମୋହନକୁ ଜଗା ଭରସା : MUDDA

18/05/2018 at 1:05 PM

ଅସୁରକ୍ଷିତ ଶ୍ରୀମନ୍ଦିର …. ଶ୍ରୀଜିଉଙ୍କୁ ଦର୍ଶନ ବେଳେ ଅଘଟଣ … ଭକ୍ତଙ୍କ ମୁଣ୍ଡ ଉପରେ ପଡିଲା ସିମେଣ୍ଟ ଛେଲା … ଜଗମୋହନ ନିକଟ ଉପରୁ ପଡିଲା ସିମେଣ୍ଟ ଛେଲା … ଗୁରୁତର ଭକ୍ତ ବାଙ୍କୀ ଡମପଡାର ବାସନ୍ତୀ ରାଉତ … ଗୁରୁତର ମହିଳା ପୁରୀ ଡାକ୍ତରଖାନାରେ ଭର୍ତ୍ତି …

Leave a Reply

   Related Posts