ଅସୁରକ୍ଷିତ ଶ୍ରୀମନ୍ଦିର ! ଜଗମୋହନକୁ ଜଗା ଭରସା : MUDDA

Published By : Prameya-News7 Bureau | May 18, 2018 IST

ଅସୁରକ୍ଷିତ ଶ୍ରୀମନ୍ଦିର .... ଶ୍ରୀଜିଉଙ୍କୁ ଦର୍ଶନ ବେଳେ ଅଘଟଣ ... ଭକ୍ତଙ୍କ ମୁଣ୍ଡ ଉପରେ ପଡିଲା ସିମେଣ୍ଟ ଛେଲା ... ଜଗମୋହନ ନିକଟ ଉପରୁ ପଡିଲା ସିମେଣ୍ଟ ଛେଲା ... ଗୁରୁତର ଭକ୍ତ ବାଙ୍କୀ ଡମପଡାର ବାସନ୍ତୀ ରାଉତ ... ଗୁରୁତର ମହିଳା ପୁରୀ ଡାକ୍ତରଖାନାରେ ଭର୍ତ୍ତି ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.