Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିତରକାଠ ପାଖରୁ ଶ୍ରୀଜୀଉଙ୍କୁ ଦର୍ଶନ ସୁଯୋଗ

16/04/2018 at 8:58 AM

ସକାଳଧୂପ ପରେ ଖୋଲିବ ଜଗମୋହନ… ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସମସ୍ତ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନର… ଭିତରକାଠ ପାଖରୁ ଶ୍ରୀଜୀଉଙ୍କୁ ଦର୍ଶନ ସୁଯୋଗ.. ଗର୍ଭଗୃହକୁ ପଶିପାରିବେନି ଭକ୍ତ…

Leave a Reply

   Related Posts