Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଯାଇଥିଲେ ଯୋଡ଼ି ହୋଇ, ଆସୁଛନ୍ତି ଅଲଗା ଅଲଗା : ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ପରେ ଆଜି ଓଡ଼ିଶା ପହଞ୍ଚିବେ ଜଗା କାଳିଆ

7/09/2019 at 8:17 AM

ଭୁବନେଶ୍ବର ୭/୯: ଓଡିଶା ଫେରୁଛନ୍ତି ଜଗା କାଳିଆ । ଗତକକାଲି ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି । ଏସସିବି ମେଡିକାଲର ୨ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ  ଆସୁଛନ୍ତି । ।  ୨୫ ଅଗଷ୍ଟ ୨୦୧୭ ରେ ପ୍ରଥମ ବିରଳ ଅପରେସନ ହୋଇଥିଲା ଏହି ଯୋଡା ମୁଣ୍ଡ ଶିଶୁଙ୍କର । ଏଥିରେ ୧୨୫ ଜଣ ଡକ୍ତରଙ୍କ ଟିମ ଲାଗିଥିବା ବେଳେ ୨୫ ଘଣ୍ଟା ଲାଗିଥିଲା ।

ସେହିପରି ଦ୍ବିତୀୟ ସର୍ଜରୀ ୨୫ ଅକ୍ଟୋବର ୨୦୧୭ରେ ହୋଇଥିଲା।  ଯୋଉଦିନ ୨ ଶିଶୁ ସଂପୂର୍ଣ୍ଣ  ଅଲଗା ହୋଇଥିଲେ। ଏବଂ ସର୍ଜରୀ ପାଇଁ ୨୪ ଘଣ୍ଟା ଲାଗିଥିଲା।  ତା ପରର କିଛି ମାସ ପିଲାଙ୍କ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା। ଅପରେସନର ସଂପୂର୍ଣ୍ଣ ପ୍ରକ୍ରିୟାରେ ୯ଟି ଆନେସ୍ଥେସିଆ ପ୍ରୋସିଜରର ହୋଇଥିଲା। ଦିଲ୍ଲୀ ଏମ୍ ସରୁ  ଡାକ୍ତର ଦୀପକ ଗୁପ୍ତାଙ୍କ ଏମ୍ସର ୨ ଜଣ ଡାକ୍ତର ଡାକ୍ତର ଗିରିଜା ରଥ ଏବଂ ଡାକ୍ତର କିରଣ କୁମାରଙ୍କ ସହ ୧୧ ଜଣିଆ ଟିମ ଜଗା-କାଳିଆଙ୍କୁ ନେଇ ଓଡିଶା ଆସୁଛନ୍ତି ।

   Related Posts