ଜଗା କାଳିଆଙ୍କୁ ଡିସଚାର୍ଜ କରାଯିବ ବୋଲି ଏମ୍ସର ଘୋଷଣା

Published By : Prameya-News7 Bureau | August 20, 2018 IST

ନୂଆଦିଲ୍ଲୀ୨୦/୮: ଏମ୍ସରେ ଚିକିତ୍ସାଧୀନ ଜଗା-କାଳିଆ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସେମାନଙ୍କୁ ଡିସଚାର୍ଜ କରାଯାଇପାରିବ ବୋଲି ଏମ୍ସ ପକ୍ଷରୁ ଜଣାପଡିଛି । ତେଣୁ ପିଲାମାନଙ୍କ ସହ ଘରକୁ ଫେରିବାକୁ ଚାହୁଁଛନ୍ତି ଜଗା କାଳିଆଙ୍କ ବାପା ମା । ନ୍ୟୁଜ ୭ ହାତରେ ଲାଗିଥିବା ଭିଡିଓରୁ ଏହା ଜଣାପଡିଛି । ଖୁବଶୀଘ୍ର ଏମ୍ସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜଗା କାଳିଆଙ୍କ ଡିସଚାର୍ଜ ନେଇ ଘୋଷଣା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.