Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜ୍ୟାକି ଶ୍ରଫଙ୍କ ମେକଅପ୍ ଆର୍ଟିଷ୍ଟଙ୍କ ନିଧନ, ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଅଭିନେତା

18/05/2021 at 4:39 PM

ନୂଆଦିଲ୍ଲୀ ୧୮/୦୫: ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କ ମେକଅପ୍ ଆର୍ଟିଷ୍ଟ ଶଶିଙ୍କ ଦେହାନ୍ତ ହୋଇଛି। ଜ୍ୟାକି ଶ୍ରଫ ତାଙ୍କ ସୋସିଆଲ ଆକାଉଣ୍ଟରୁ ଏହି ସୂଚନା ଦେଇଛନ୍ତି। ଜ୍ୟାକି ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ଲେଖିଛନ୍ତି, ‘ଶଶି ଦାଦା, ଆପଣ ସବୁବେଳେ ମୋ ହୃଦୟରେ ରହିବେ। ୩୭ ବର୍ଷ ଧରି ମୋର ମେକଅପ୍ ପର୍ସନ ଥିବା ଶଶି ଦାଦା ଆଉ ନାହାଁନ୍ତି ।‘

ଏହା ସହ ସେ ନିଜ ଫଟୋକୁ ମେକଅପ୍ ଆର୍ଟିଷ୍ଟଙ୍କ ସହିତ ସେୟାର କରିଛନ୍ତି । ଫଟୋରେ ଜ୍ୟାକି-ଶଶି ଏକାଠି ବସିଥିବାର ନଜର ଆସିଛନ୍ତି। ଫଟୋରୁ ଜଣାପଡ଼ଛି ଯେ ସେମାନଙ୍କ ମଧ୍ୟରେ ଗଭୀର ବନ୍ଧୁତା ଥିଲା ।

ଜ୍ୟାକିଙ୍କ ଟ୍ୱିଟ୍ ହେବା ମାତ୍ରେ ବଲିଉଡ ଷ୍ଟାରମାନେ ଶଶିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଶୋକବ୍ୟକ୍ତ କରୁଥିବା କଳାକାରଙ୍କ ମଧ୍ୟରେ ସୁନୀଲ ଶେଟ୍ଟୀ, ରାହୁଲ ଦେବ, ଦିବ୍ୟା ଦତ୍ତା, ଗୁରୁମିତ ଚୌଧୁରୀ ଅଛନ୍ତି।

   Related Posts