ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ଲାଲ୍ ହିଂସା ; ଯବାନଙ୍କୁ ଗୁଳି କରି ହତ୍ୟା
6/05/2018 at 7:33 AM

ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ଲାଲ୍ ହିଂସା … ରାଜନନ୍ଦ ଗାଁରେ ଜଣେ ଯବାନଙ୍କୁ ଗୁଳି କରି ହତ୍ୟା … ମୃତ ଯବାନ ହେଲେ ଗଣେଷ କୁମାର … ଏକୁଟିଆ ଘରେ ଥିବା ବେଳେ ଗୁଳି କରି ହତ୍ୟା… ୪ ସଶସ୍ତ୍ର ମାଓବାଦୀ ଘରେ ପଶି ଛାତିକୁ ଗୁଳି କରି ହତ୍ୟା … ଗଣେଷ ଓରଫ ରବି ପୂର୍ବରୁ ମାଓବାଦୀ ସଙ୍ଗଠନ ଛାଡି ପୋଲିସ ବାହିନୀରେ ଯୋଗ ଦେଇଥିଲେ …
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021