ପୋଖରିରେ ବୁଡି ଅବସରପ୍ରାପ୍ତ ଯବାନଙ୍କ ମୃତ୍ୟୁ

Published By : Prameya-News7 Bureau | July 07, 2019 IST

ବଲାଙ୍ଗୀର ୭/୭: ପୋଖରିରେ ବୁଡି ଅବସରପ୍ରାପ୍ତ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ହେଲେ ବୀରେନ୍ଦ୍ର ଭୋଇ। ଏହି ଘଟଣାଟି ଘଟିଛି ସଇଁତଳା ଥାନା ଅନ୍ତର୍ଗତ ଧନେଇବନ୍ଧ ଗାଁରେ। ଗାଧୋଇବାକୁ ଆସିଥିବା ବେଳେ ବୁଡି ଯାଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

{"id":131226}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.