ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ

Published By : Prameya-News7 Bureau | December 04, 2021 IST

ମାଲକାନଗିରି, ୦୪|୧୨: ଯବାନଙ୍କ ଆତ୍ମହତ୍ୟା । ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ହାରିଲେ ଜୀବନ । ମାଲକାନଗିରି ଜିଲ୍ଲାରେ ନିୟୋଜିତ ଥିବା ଜଣେ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଜିଲ୍ଲାର ପୋଟେରୁ ପୋଲିସ କ୍ୟାମ୍ପରେ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ ହେଲେ ଦୁର୍ଯ୍ୟୋଧନ ମାଝୀ । ସେ ଓ ଏସଏପି ଚତୁର୍ଥ ବାଟାଲିୟନରେ କାର୍ଯ୍ୟରତ୍ତ ଥିଲେ । ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମାଲକାନଗିରି ଏସପି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.