Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ଜାଲରେ ITI ପ୍ରିନ୍ସିପାଲ

18/08/2020 at 4:33 PM

ନୂଆପଡା୧୮/୮: ଭିଜିଲାନ୍ସ ଜାଲରେ ଖରିଆର ରୋଡ ସରକାରୀ ITI ପ୍ରିନ୍ସିପାଲ ବିଭୁତି ଭୁଷଣ ସାହୁ । ପଦବୀ ନବିକରଣ ପାଇଁ ନେଉଥିଲେ ୩୦ ହଜାର ଟଙ୍କା । ପୂର୍ବ ଯୋଜନା ମୁତାବକ ଟଙ୍କା ନେବା ସମୟରେ ରଙ୍ଗେ ହାତ ଧରିରେ ଜୟପୁର ଭିଜିଲାନ୍ସ ଦଳ । ସର୍ଭିସ ପେପର ରିନୁଆଲ କରିଦେବା ପାଇଁ ଭୁପେନ୍ଦ୍ର ମହାନନ୍ଦ ଠାରୁ ନେଉଥିଲେ ଲାଞ୍ଚ।

   Related Posts