ଭିଜିଲାନ୍ସ ଜାଲରେ ITI ପ୍ରିନ୍ସିପାଲ

Published By : Prameya-News7 Bureau | August 18, 2020 IST

ନୂଆପଡା୧୮/୮: ଭିଜିଲାନ୍ସ ଜାଲରେ ଖରିଆର ରୋଡ ସରକାରୀ ITI ପ୍ରିନ୍ସିପାଲ ବିଭୁତି ଭୁଷଣ ସାହୁ । ପଦବୀ ନବିକରଣ ପାଇଁ ନେଉଥିଲେ ୩୦ ହଜାର ଟଙ୍କା । ପୂର୍ବ ଯୋଜନା ମୁତାବକ ଟଙ୍କା ନେବା ସମୟରେ ରଙ୍ଗେ ହାତ ଧରିରେ ଜୟପୁର ଭିଜିଲାନ୍ସ ଦଳ । ସର୍ଭିସ ପେପର ରିନୁଆଲ କରିଦେବା ପାଇଁ ଭୁପେନ୍ଦ୍ର ମହାନନ୍ଦ ଠାରୁ ନେଉଥିଲେ ଲାଞ୍ଚ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.