Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନୂଆ ଅବତାରରେ ଆଇଟମ ଗାର୍ଲ ରାଣୀ ପଣ୍ଡା, ଗାଇଲେ ରାଧାଙ୍କ ଭଜନ

13/06/2020 at 5:05 PM

ଭୁବନେଶ୍ୱର, ୧୩|୦୬:   ଆଇଟମ୍ ଗାର୍ଲ ରାଣୀ ପଣ୍ଡା ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ନାନ ବିବାଦରେ ଛନ୍ଦି ହୋଇଥିବା ରାଣୀ ଭଜନ ଗାଉଥିବା ଦେଖିବାକୁ ମିଳିଛି । ଏହି ଗୀତଟି ଅନଲାଇନରେ ରିଲିଜ୍ ହୋଇଛି । ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଗୀତଟିକୁ ଅନେକ ୟୁଜର ପସନ୍ଦ ମଧ୍ୟ କରିଛନ୍ତି ।

ଅନେକ ବିବାଦ ଘେରରେ ରହୁଥିବା ରାଣୀ ଜୀବନରେ ଅନେକ ଝଡଝଞ୍ଜାକୁ ସାମ୍ନା କରିଛନ୍ତି । ବହୁ ଘାତ ପ୍ରତିଘାତକୁ ପଛରେ ପକାଇ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଗତ କିଛିଦିନ ତଳେ ନ୍ୟୁଜ୍ 7କୁ ଦେଇଥିବା ଏକ ସାକ୍ଷାତକାରରେ ଅନେକ କିଛି କହିଥିଲେ । ଶୁଣନ୍ତୁ ରାଣୀ ଗାଇଥିବା ଭଜନ  ।

ରାଣୀ ଏକ ସାକ୍ଷାତକାରରେ କହିଥିଲେ ଯେ, ଆଗକୁ ଏକ ବ୍ଲକ ବ୍ଲଷ୍ଟର ନାଟକରେ ଭିନ୍ନ ଏକ ରୂପରେ ନଜର ଆସିବେ । ଆଶା ଅନେକ । ରାସ୍ତା ବି ଲମ୍ବା । ରାସ୍ତାର ଘାତ ପ୍ରତିଘାତ ବାଧା ବନ୍ଧନ କେତ କଅଣ ଅଛି। ସେ ସବୁକୁ ସାମ୍ନା କରି ସେ ଆଗକୁ ବଢିବା ପାଇଁ ଚାହାନ୍ତି । ହେଲେ ରାଣୀଙ୍କର ଭଜନ ନିଶ୍ଟୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ । ଏହି ଭଜନରେ ନିଜ ଜୀବନର କେତକ ଘଟଣାକୁ ସେ ଉପସ୍ଥାପିତ କରିଛନ୍ତି । ଦେଖାଯାଉ ଏହା ଦର୍ଶକଙ୍କୁ କେତେ ଭଲ ଲାଗୁଛି ।

   Related Posts