Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଗ୍ରସରୀ ଦୋକାନ ସାମ୍ନାରେ ରେଟ୍‌ ଚାର୍ଟ ଲଗାଇବା ବାଧ୍ୟତାମୂଳକ: କିନ୍ତୁ ନିୟମ ମାନୁ ନାହାଁନ୍ତି ଜୟପୁରର କିଛି ଦୋକାନୀ

19/04/2020 at 3:35 PM

ଜୟପୁର୧୯/୪: ସବୁ ଗ୍ରସରୀ ଦୋକାନ ସାମ୍ନାରେ ଦୋକାନୀ ଦର ତାଲିକା ବୋର୍ଡ ଲଗାଇବା ନିୟମ ବାଧ୍ୟତାମୂଳକ। କିନ୍ତୁ ବର୍ଷ ବର୍ଷ ଧରି ଜୟପୁରରେ ଦୋକାନୀ ଏ ନିୟମ ମାନୁନାହାନ୍ତି । କେଉଁ ଦୋକାନ ସମ୍ମୁଖରେ ଏ ଦର ତାଲିକା ନାହିଁ ତ ଆଉ କିଏ ତାଲିକା ବୋର୍ଡକୁ ନାଁକୁ ମାତ୍ର ଝୁଲାଇଛନ୍ତି । ଆଜି ସହରର ବିଦ୍ୟାଧର ଦୈନିକ ବଜାରରେ ଥିବା ବିଭିନ୍ନ ଗ୍ରୋସରୀ ଦୋକାନ ଉପରେ ଚଢାଉ କରିବା ସହ ଯାଞ୍ଚ କରିଛି ମାର୍କେଟିଂ ଇଣ୍ଟେଲିଜେନ୍ସ ବିଭାଗ। ଅନେକ ଖିଲାଫକାରୀ ଦୋକାନ ମାଲିକଙ୍କୁ ଏନେଇ ଚେତାବନୀ ଦିଆଯିବା ସହ ଆଗାମୀ ଦିନରେ ଦର ତାଲିକା ନଲଗାଇଲେ ଦୋକାନ ସିଲ୍  କରିବାକୁ ଚେତାବନୀ ଦିଆଯାଇଛି ।

   Related Posts