Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଶ୍ରୀହରିକୋଟାରୁ ପିଏସଏଲଭି ସି-୪୬ର ସଫଳ ପରୀକ୍ଷଣ ; କକ୍ଷପଥରେ ଅବସ୍ଥାପିତ ହେଲା ରିସାଟ୍ ୨ବି ସାଟେଲାଇଟ୍, ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ସହାୟତା

22/05/2019 at 9:58 AM

ଶ୍ରୀହରିକୋଟା ୨୨|୫: ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ ପିଏସଏଲଭି ସି-୪୬ ସାଟେଲାଇଟ୍ ର ସଫଳ ପରୀକ୍ଷଣ । ଆନ୍ଧ୍ରପ୍ରଦେଶ  ଶ୍ରୀହରିକୋଟାର ସତୀସ୍ ଧାୱନ ସ୍ପେସ୍ ସେଣ୍ଟରରୁ ଭାରତୀୟ ସମୟ ସକାଳ ୫ଟା ୩୦ ମିନିଟରେ ଉତକ୍ଷେପଣ କରାଯାଇଥିଲା । ପିଏସଏଲଭି-ସି୪୬ ହେଉଛି ପିଏସଏଲଭିର ୪୮ତମ ମିଶନ । ପିଏସଏଲଭି ସି-୪୬ ସାଟେଲାଇଟ୍ ସଫଳ ପରୀକ୍ଷଣ ସହ ରିସାଟ୍ ୨ବି ନାମକ ‘ରାଡାର୍ ଇମେଜିଙ୍ଗ୍ ଆର୍ଥ ଅବଜରଭେସନ୍’ ସାଟେଲାଇଟ୍‌କୁ ମଧ୍ୟ ଇସ୍ରୋ ମହାକାଶକୁ ପଠାଇଛି । ଦେଶର ଉଭୟ ପ୍ରତିରକ୍ଷା ଓ ଯୋଗାଯୋଗ କ୍ଷେତ୍ର ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି । ଏହା ପୃଥୀବର କକ୍ଷ ପଥରେ ସଫଳତାର ସହ ଅବସ୍ଥାପିତ କରିଛି । ଏହା ଦେଶର ଉଭୟ ପ୍ରତିରକ୍ଷା ଓ ଯୋଗାଯୋଗ କ୍ଷେତ୍ର ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହେବ ।

   Related Posts