Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ହମାସ ସେନା ଠିକଣା ଉପରେ ଇସ୍ରାଏଲ ବାୟୁସେନାର ଭୀଷଣ ଆକ୍ରମଣ, ଗାଜାରୁ ପଠାଉଥିଲେ ବିସ୍ଫୋରକ ଭରା ବେଲୁନ

30/01/2020 at 6:01 PM

ଜେରୁଜେଲମ ୩୦।୧:  ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ଷ୍ଟ୍ରିପ୍‌ରେ ହମାସ ସୈନ୍ୟ ଠିକଣା ଉପରେ ଜୋରଦାର ଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା ଗୁରୁବାର ଏକ ଟ୍ୱିଟ୍ ବାର୍ତ୍ତାରେ ଏହି ସୂଚନା ଦେଇଛି। ଗାଜାରୁ ଇସ୍ରାଏଲ ଉପରକୁ ଲଗାତାର ରକେଟ ଓ ବିସ୍ଫୋରକ ଭରା ବେଲୁନ ଉଡାଯିବା ଘଟଣାରେ ଏହି ପ୍ରତିକ୍ରିୟା ପ୍ରକାଶ କରାଯାଇଥିବା ଇସ୍ରାଏଲ ସେନା କହିଛି।

ବାୟୁସେନାର ଏହି ଆକ୍ରମଣରେ ହମାସର ଅଣ୍ଡରଗ୍ରାଉଣ୍ଡ ଇନଫ୍ରାଷ୍ଟ୍ରକଚର ସମେତ ଅସ୍ତ୍ରଶସ୍ତ୍ର ନିର୍ମାଣ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଥିଲା। ଫଳରେ ଗାଜାରେ ହମାସର ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରାଯାଉଥିବା ବେଳେ ପ୍ରସଙ୍ଗରେ ହମାସ ନିରବ ରହିଛି। ଗାଜାରୁ ଗତ ରାତିରେ ଗୋଟିଏ ରକେଟ୍ ସାଙ୍ଗକୁ ବିସ୍ଫୋରକ ବାହୀ ବେଲୁନ ଇସ୍ରାଏଲରେ ଲଞ୍ଚ କରାଯାଇଥିଲା। ଏହାର ଜାବାରେ ଏହି ଆକ୍ରମଣ ହୋଇଛି।

   Related Posts