Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଦୁଇ ବର୍ଷର ଝିଅ ସହ ରାମ୍ପ୍‌ରେ ଚାଲିଲେ ଅଭିନେତ୍ରୀ ଇଶା ଦେଓଲ୍‌, ତାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

28/08/2019 at 3:47 PM

ମୁମ୍ବଇ .- ବଲିଉଡ୍‌ର ଅଭିନେତ୍ରୀ ଇଶା ଦେଓଲ୍‌ ଲାକମୀ ଫେଶନ୍‌ ଓ୍ବିକ୍‌ ୨୦୧୯ରେ ରାମ୍ପ୍‌ରେ ଚାଲିଛନ୍ତି । ସେ ନିଜର ଦୁଇ ବର୍ଷର ଝିଅ ରାଧ୍ୟା ସହ ରାମ୍ପ୍‌ରେ ଚାଲିଥିଲେ ।ଏହି ସମୟରେ ରାଧ୍ୟ ଗୋଲାପୀ ପୋଷାକରେ ବେଶ୍‌ ସୁନ୍ଦର ଦେଖାଯାଇଥିଲେ । ରାଧ୍ୟ ମାତ୍ର ୨ ବର୍ଷର ଶିଶୁ ହୋଇଥିଲେ ମଧ୍ୟ ରାମ୍ପରେ ଚାଲିବା ପାଇଁ ତିଳେ ମାତ୍ର ଭୟ କରି ନ ଥିଲେ ।

ଲାକମୀ ଫେଶନ୍‌ ଓ୍ୱିକ୍‌-୨୦୧୯ର ୫ ଦିନରେ ଇଶା ନିଜ ଝିଅ ରାଧ୍ୟାଙ୍କ ସହ ରାମ୍ପ୍‌ରେ ଚାଲିଥିଲେ । ରାଧ୍ୟା ମାଆଙ୍କର ହାତ ଧରି ବେଶ୍‌ ସହଜତାର ସହ ରାମ୍ପରେ ଚାଲିଥିଲେ ।
ଇଶା ଦେଓଲଙ୍କ ପତି ଭାରତ ତଖ୍‌ତାନୀ ଏହି ସମୟରେ ରାମ୍ପର ଆଗ ଆସନରେ ବସିଥିଲେ ।

ରାଧ୍ୟା ଗୋଲାପୀ ପୋଷାକରେ ଅତି ସୁନ୍ଦର ଦେଖାଯାଉଥିଲେ । ପରେ ରାମ୍ପ୍‌ରେ ରାଧ୍ୟା ତାଙ୍କ ମାଆଙ୍କ କାଖେଇବା ପାଇଁ କହିଥିଲେ । ରାଧ୍ୟାଙ୍କ ମୁଣ୍ଡରେ ଲୋକଙ୍କ ନଜର ନ ଲାଗିବା ପାଇଁ ମାଆ କଳା ଟିକା ଲଗାଇଥିଲେ । ଏହା ସ୍ପଷ୍ଟ ଭାବରେ ଦେଖାଯାଇଥିଲା ।

ଇଶା ଏହି ରାମ୍ପରେ ଡେନୀମ୍‌ ସର୍ଟସ୍‌ ଓ ରେଡ୍‌ ଟପ୍‌ରେ ନଜର ଆସିଥିଲେ ।

   Related Posts