Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ମଣିଷ ଶରୀରକୁ କାହିଁକି ଆସନ୍ତି ଶକ୍ତି, କାରଣ ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ

10/07/2019 at 5:36 PM

ମଣିଷ ଦେହରେ ଦେବୀ ଦେବତା ଲାଗିବା ବା ହୁକୁମ ଦେବା ଆମ ସମାଜରେ କିଛି ନୂଆ କଥା ନୁହେଁ । ତେବେ ଅନେକ ଏବେବି ସନ୍ଦେହରେ ସତରେ କଣ ଦେବା ଦେବୀ ମଣିଷ ଦେହରେ ପ୍ରବେଶ କରି ଦୁଃଖସୁଖ ଶୁଣନ୍ତି, ସମସ୍ୟା ଦୂର କରନ୍ତି? ତେବେ ଆସ୍ତିକବାଦୀ ଘଟଣାକୁ ବିଶ୍ୱାସ କରୁଥିବା ବେଳେ ନାସ୍ତିକ କିନ୍ତୁ ଏବେବି ବିଜ୍ଞାନ ସମ୍ମତ କାରଣ ଖୋଜିବାରେ ବ୍ୟସ୍ତ ।  କେତେକ ଏହାକୁ ମାନସିକ ଚଳନ ବୋଲି କହୁଥିବା ବେଳେ ଆଉ କେତେକ ଜ୍ୟୋତିଷୀୟ କାରଣ ବତାନ୍ତି। ତେବେ ଆସନ୍ତୁ ଜାଣିବା ଘଟଣା ପଛର ରହସ୍ୟ।

ପ୍ରୟତଃ ଏଭଳି ଘଟଣା ସେହି ଲୋକଙ୍କ ସହ ବରାବର ହେଉଥାଏ ଯେଉଁମାନେ ମାନସିକ ଦୁର୍ବଳ। ସେମାନେ ଦୁର୍ବଳ ମୁହୁର୍ତ୍ତରେ କୌଣସି ଦେବୀ ଦେବତାଙ୍କ ନିକଟରେ ନିଜକୁ ସମର୍ପି ଦେବାପରେ ତାଙ୍କ ଠାରେ ଅଦଭୁତ ପରିବର୍ତ୍ତନ ପରିଲକ୍ଷିତ ହୁଏ। ସାଧାରଣ ସମୟରେ ବ୍ୟକ୍ତିଟି ଯେଉଁ କାମ କରିନପାରେ ସେତେବେଳେ ସେହି କାମକୁ ଅକ୍ଲେଶରେ କରିଦେଇପାରେ। ଲୋକେ ତାକୁ କାଳିସି ଲାଗିବା କହିବା ସହ ଧୂପ ଦୀପ ଦେଇ ପୂଜାର୍ଚ୍ଚନା ମଧ୍ୟ କରନ୍ତି। ସେତେବେଳେ ସେ ଲୋକର କଥା କହିବାର ଶ୍ୱର ମଧ୍ୟ ବଦଳି ଯାଏ।

ତେବେ କେତେକ ବ୍ୟବସାୟୀକରଣ ପାଇଁ ଏଭଳି ନାଟକ ମଧ୍ୟ କରିଥାନ୍ତି। ବାସ୍ତବରେ ସେମାନଙ୍କଠାରେ ସେଭଳି କୌଣସି ଶକ୍ତି ପ୍ରବେଶ କରେ ନି କି କାହାକୁ ପରିଚାଳିତ କରେନି। ତେବେ ଜ୍ୟୋତିଷ ଅନୁସାରେ ଜାତକରେ ପ୍ରେତବାଧା ଥିବା ଲୋକେ ଏଭଳି ଶକ୍ତିମାନଙ୍କର ଶିକାର ହୋଇଥାନ୍ତି। ଜାତକର ସମସ୍ୟା ସମାଧାନ କରା ନଗଲେ ଲୋକ ଭବିଷ୍ୟତରେ ମାନସିକ ରୋଗର ଶିକାର ହେବା ଭୟ ଥାଏ ବୋଲି ଜ୍ୟୋତିଷ ସାସ୍ତ୍ରରେ ସତର୍କ କରାଯାଇଛି।

   Related Posts