Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ରାତିରେ ଲିଫ୍ଟ ମାଗୁଥିଲେ ଯୁବତୀ, ଗାଡ଼ି ଅଟକିବା ପରେ ଲୁଟ୍‌ କରୁଥିଲା ଗ୍ୟାଙ୍ଗ, ୩ ଗିରଫ

4/11/2020 at 9:14 PM

କୈମୁର ୪/୧୧: ଜାତୀୟ ରାଜପଥରେ ଭିନ୍ନ ଅନ୍ଦାଜରେ ଲୁଟପାଟ। ମହିଳାଙ୍କୁ ମୋହରା କରି ଗାଡ଼ି ଅଟକାଇବା ସହ ଲୁଟପାଟ କରୁଥିଲା ଲୁଟେରା ଗ୍ୟାଙ୍ଗ। ଏହି ଘଟଣାରେ ବିହାରର କୈମୁର ଥାନ ପୋଲିସକୁ ମିଳିଛି ବିରାଟ ସଫଳତା। ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ୪ ମୋବାଇଲ୍‌ ଫୋନ୍‌ ଜବତ କରିଛି ପୋଲିସ।

ଏଭଳି ଏକ ଗ୍ୟାଙ୍ଗ ଏନଏଚ-୨ରେ ଯବୁତୀମାନଙ୍କୁ ବ୍ୟବହାର କରି ଟ୍ରକ୍‌ ଅଟକାଇବା ସହ ଲୁଟ କରୁଥିବା ପୋଲିସକୁ ଖବର ମିଳିଥିଲା। କିନ୍ତୁ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଥିଲା। ପରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି କୁଦରା ଥାନା ଅଞ୍ଚଳରୁ ଗ୍ୟାଙ୍ଗକୁ କାବୁ କରିଥିବା କହିଛନ୍ତି କୈମୁର ଏସ୍‌ପି ଦିଲନବାଜ ଅହମ୍ମଦ।

ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଥିବା ଜଣାପଡ଼ିଛି। ଯିଏକି ଚାକିରୀ ଛାଡ଼ି ଲୁଟେରା ଗ୍ୟାଙ୍ଗରେ ସାମିଲ ହୋଇଥିଲା। ଏହି ଗ୍ୟାଙ୍ଗ ବିରୋଧରେ ୨୦ରୁ ଅଧିକ ହତ୍ୟା, ଲୁଟ, ଡକାୟତି ଭଳି ମାମଲା ଅଲଗା ଅଲଗା ଥାନାରେ ଥିବା ପୋଲିସ କହିଛି।

   Related Posts