ଦେଖନ୍ତୁ ଲାଇଭ ଭିଡିଓ : ଆମରିକାର ସୈନ୍ୟ ଶିବିର ଉପରେ ମିସାଇଲ୍‌ ବର୍ଷା କଲା ଇରାନ୍‌

Published By : Prameya-News7 Bureau | January 08, 2020 IST

ବାଗଦାଦ ୦୮। ୦୧ - ଆମେରିକା ଓ ଇରାନ୍‌ ମଧ୍ୟରେ ଏବେ ମୁହାଁ ମୁହିଁ ପରିସ୍ଥିତି । ଯୁଦ୍ଧ ପାଇଁ ଦୁଇ ଦେଶ ଜୋରସୋରରରେ ପ୍ରସ୍ତୁତି ଚଳାଇଛନ୍ତି। ସୁଲେମାନୀଙ୍କ ହତ୍ୟା ଘଟଣା ପରେ ଏବେ ରକ୍ତମୁଖା ହୋଇ ପଡିଛି ଇରାନ୍‌ । ଏହାର କଡା ଜବାବ ଦିଆଯିବ ବୋଲି କହିଛି । ଏହାପରେ ଇରାନ୍‌ ପକ୍ଷରୁ ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍‌ ମାଡ କରାଯାଇଥିଲା ।

ମଙ୍ଗଳବାର ବିଳମ୍ବିତ ରାତିରେ ଇରାକ୍‌ରେ ଥିବା ଆମେରିକାର ବିଭିନ୍ନ ସୈନ୍ୟ ଶିବିର ଉପରେ ଇରାନ୍‌ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଦେଖନ୍ତୁ ଏହାର ଲାଇଭ୍‌ ଭିଡିଓ ।

ଦେଖନ୍ତୁ ଲାଇଭ ଭିଡିଓ : ଆମରିକାର ସୈନ୍ୟ ଶିବିର ଉପରେ ମିସାଇଲ୍‌ ବର୍ଷା କଲା ଇରାନ୍‌

wp:preformatted

  /wp:preformatted  

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.