Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଦେଖନ୍ତୁ ଲାଇଭ ଭିଡିଓ : ଆମରିକାର ସୈନ୍ୟ ଶିବିର ଉପରେ ମିସାଇଲ୍‌ ବର୍ଷା କଲା ଇରାନ୍‌

8/01/2020 at 4:18 PM

ବାଗଦାଦ ୦୮। ୦୧ – ଆମେରିକା ଓ ଇରାନ୍‌ ମଧ୍ୟରେ ଏବେ ମୁହାଁ ମୁହିଁ ପରିସ୍ଥିତି । ଯୁଦ୍ଧ ପାଇଁ ଦୁଇ ଦେଶ ଜୋରସୋରରରେ ପ୍ରସ୍ତୁତି ଚଳାଇଛନ୍ତି। ସୁଲେମାନୀଙ୍କ ହତ୍ୟା ଘଟଣା ପରେ ଏବେ ରକ୍ତମୁଖା ହୋଇ ପଡିଛି ଇରାନ୍‌ । ଏହାର କଡା ଜବାବ ଦିଆଯିବ ବୋଲି କହିଛି । ଏହାପରେ ଇରାନ୍‌ ପକ୍ଷରୁ ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍‌ ମାଡ କରାଯାଇଥିଲା ।

ମଙ୍ଗଳବାର ବିଳମ୍ବିତ ରାତିରେ ଇରାକ୍‌ରେ ଥିବା ଆମେରିକାର ବିଭିନ୍ନ ସୈନ୍ୟ ଶିବିର ଉପରେ ଇରାନ୍‌ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଦେଖନ୍ତୁ ଏହାର ଲାଇଭ୍‌ ଭିଡିଓ ।

ଦେଖନ୍ତୁ ଲାଇଭ ଭିଡିଓ : ଆମରିକାର ସୈନ୍ୟ ଶିବିର ଉପରେ ମିସାଇଲ୍‌ ବର୍ଷା କଲା ଇରାନ୍‌