ମୁମ୍ବାଇ୮|୧: ବଲିଉଡରେ ଏମିତି ଅନେକ ଷ୍ଟାର କିଡ୍ସ ଅଛନ୍ତି ଯିଏ ଏଯାଏଁ ପରଦାକୁ ଆସିନାହାନ୍ତି। ଆମୀର ଖାନଙ୍କ ଝିଅ ଇରା ଖାନ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି। ଇରା ଅଧିକାଂଶ ସମୟରେ ନିଜ ହଟ୍ ଫଟୋଶୁଟ୍ ଓ ଭିଡିଓ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି।
{"id":208524,"width":581,"height":527,"sizeSlug":"large"}ଇରା ଇନ୍ଷ୍ଟାରେ ନିଜର ପ୍ରତ୍ୟେକ ଫଟୋଶୁଟ୍ର ଫଟୋ ପୋଷ୍ଟ କରନ୍ତି। ସୋସିଆଲ ମିଡିଆରେ ଲଗାତାର ଆକ୍ଟିଭ ରୁହନ୍ତି ଇରା। ବୋଲ୍ଡ ଫଟୋଶୁଟ୍ ପାଇଁ ଚର୍ଚ୍ଚାରେ ରହୁଥିବା ଇରା ଏଥର ଭିନ୍ନ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫଟୋ ଗୁଡିକରେ ଦର୍ଶକ ବହୁତ ଭଲ କମେଣ୍ଟ ଦେଇଛନ୍ତି କାରଣ ଫଟୋଗୁଡିକ ପ୍ରକୃତରେ ବହୁତ ସୁନ୍ଦର ହୋଇଛି।
{"id":208525,"width":583,"height":552,"sizeSlug":"large"}ସେୟାର କରାଯାଇଥିବା ଫଟୋରେ ଇରା ଷ୍ଟ୍ରିଟ୍ ଡଗ୍ ସହ ଖେଳୁଥିବାର ନଜର ଆସିଛନ୍ତି। ଏହି ପପ୍ପି ପାଇଁ ଇରାଙ୍କ ବଲ ପାଇବା ଫଟୋରେ ସ୍ପଷ୍ଟ ଦେଖାଯାଉଛି। ଫଟୋ ପୋଷ୍ଟ କରି ଇରା କ୍ୟାପସନ ମଧ୍ୟ ଦେଇଛନ୍ତି। ଇରା ଲେଖିଛନ୍ତି ଯେ, Its the little things।