ଅମିର୍‌ ଖାନଙ୍କ ଆଗାମୀ ଫିଲ୍ମରୁ ଧ୍ୟାନ ହଟାଇ ତାଙ୍କ ଝିଅଙ୍କ ଅଲଗା ଅଲଗା ଲୁକ୍‌ର ଫଟୋ ଦେଖି ଦର୍ଶକ ପାଗଳ

Published By : Prameya-News7 Bureau | November 16, 2019 IST

ନୂଆଦିଲ୍ଲୀ୧୬/୧୧: ବଲିଉଡ୍‌ର ସୁପରଷ୍ଟାର ଅମିର୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଝିଅ ଇରା ଖାନ୍‌ଙ୍କ ପ୍ରଫେସନାଲ ଓ ପର୍ସନାଲ ଲାଇଫ୍‌ ନେଇ ଚର୍ଚ୍ଚା ଚାଲିଛି।

{"id":185381,"sizeSlug":"large"}

ବର୍ତ୍ତମାନ ସମୟରେ ଇରାଙ୍କ ବିଭିନ୍ନ ଲୁକ୍‌ ଫଟୋ ସୁଟ୍‌ କରିବାରେ ବ୍ୟସ୍ତ ଅଛନ୍ତି। ଅଲଗା ଅଲଗା ପୋଷାକରେ ଇରା ଜଙ୍ଗଲରେ ଫଟୋ ସୁଟ୍‌ କରି ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷଣ କରୁଛନ୍ତି।

{"id":185382,"sizeSlug":"large"}

ଏହି ଫଟୋ ଗୁଡିକ ରାତିରେ ସୁଟ୍‌ ହୋଇଥିବା ଭଳି  ଦେଖାଯାଉଛି।

{"id":185383,"sizeSlug":"large"}

ଡିଜାଇନ ପୋଷାକରେ ଇରା ଅତି ସୁନ୍ଦର ଦେଖାଯାଉଛନ୍ତି।

{"id":185384,"sizeSlug":"large"}

କିଛି ତଳେ ଇରା ଅଭିନୟକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି।

{"id":185385,"sizeSlug":"large"}

ସେ କହିଛନ୍ତି ଯେ, ଠିକ୍ ସମୟରେ ଠିକ୍ କାମ କରିବା ଉଚିତ୍।

{"id":185387,"width":585,"height":602,"sizeSlug":"large"}

ତେଣୁ ସମୟ ଆସିଲେ ଅଭିନୟ ପ୍ରତି ତାଙ୍କର କେତେ ରୁଚି ରହିଛି ତାହା ଆପଣ ଜାଣିବେ ବୋଲି ଇରା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.