Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଅମିର୍‌ ଖାନଙ୍କ ଆଗାମୀ ଫିଲ୍ମରୁ ଧ୍ୟାନ ହଟାଇ ତାଙ୍କ ଝିଅଙ୍କ ଅଲଗା ଅଲଗା ଲୁକ୍‌ର ଫଟୋ ଦେଖି ଦର୍ଶକ ପାଗଳ

16/11/2019 at 9:59 PM

ନୂଆଦିଲ୍ଲୀ୧୬/୧୧: ବଲିଉଡ୍‌ର ସୁପରଷ୍ଟାର ଅମିର୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଝିଅ ଇରା ଖାନ୍‌ଙ୍କ ପ୍ରଫେସନାଲ ଓ ପର୍ସନାଲ ଲାଇଫ୍‌ ନେଇ ଚର୍ଚ୍ଚା ଚାଲିଛି।

ବର୍ତ୍ତମାନ ସମୟରେ ଇରାଙ୍କ ବିଭିନ୍ନ ଲୁକ୍‌ ଫଟୋ ସୁଟ୍‌ କରିବାରେ ବ୍ୟସ୍ତ ଅଛନ୍ତି। ଅଲଗା ଅଲଗା ପୋଷାକରେ ଇରା ଜଙ୍ଗଲରେ ଫଟୋ ସୁଟ୍‌ କରି ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷଣ କରୁଛନ୍ତି।

ଏହି ଫଟୋ ଗୁଡିକ ରାତିରେ ସୁଟ୍‌ ହୋଇଥିବା ଭଳି  ଦେଖାଯାଉଛି।

ଡିଜାଇନ ପୋଷାକରେ ଇରା ଅତି ସୁନ୍ଦର ଦେଖାଯାଉଛନ୍ତି।

କିଛି ତଳେ ଇରା ଅଭିନୟକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଠିକ୍ ସମୟରେ ଠିକ୍ କାମ କରିବା ଉଚିତ୍।

ତେଣୁ ସମୟ ଆସିଲେ ଅଭିନୟ ପ୍ରତି ତାଙ୍କର କେତେ ରୁଚି ରହିଛି ତାହା ଆପଣ ଜାଣିବେ ବୋଲି ଇରା କହିଥିଲେ।

   Related Posts