Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

IPS ସ୍ତରରେ ଛୋଟଧରଣର ଅଦଳବଦଳ

31/12/2019 at 7:30 PM

ଭୁବନେଶ୍ବର ୩୧।୧୨: IPS ସ୍ତରରେ ଅଦଳବଦଳ ହୋଇଛି । ଆଇପିଏସ୍ ଏସ୍.କେ.ଉପାଧ୍ୟାୟଙ୍କୁ ଡିଜି ଜେଲ୍ ଦାୟିତ୍ବ । ଆର୍.ପି.କୋଚେଙ୍କୁ ଏଡିଜି ଏସ୍ଏପି ।  ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଏଡିଜି ଆଇନ ଶୃଙ୍ଖଳା । ଓ୍ବାଇ.କୋୟଲଙ୍କୁ ଆଇଜି ହେଡ୍ କ୍ବାର୍ଟର୍ସ । ଅନୁପ ସାହୁଙ୍କୁ ଆଡିସ୍‌ନାଲ କମିଶନର , କମିଶନରେଟ୍ ପୋଲିସ ।

   Related Posts