IPS ସ୍ତରରେ ଛୋଟଧରଣର ଅଦଳବଦଳ

Published By : Prameya-News7 Bureau | December 31, 2019 IST

ଭୁବନେଶ୍ବର ୩୧।୧୨: IPS ସ୍ତରରେ ଅଦଳବଦଳ ହୋଇଛି । ଆଇପିଏସ୍ ଏସ୍.କେ.ଉପାଧ୍ୟାୟଙ୍କୁ ଡିଜି ଜେଲ୍ ଦାୟିତ୍ବ । ଆର୍.ପି.କୋଚେଙ୍କୁ ଏଡିଜି ଏସ୍ଏପି ।  ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଏଡିଜି ଆଇନ ଶୃଙ୍ଖଳା । ଓ୍ବାଇ.କୋୟଲଙ୍କୁ ଆଇଜି ହେଡ୍ କ୍ବାର୍ଟର୍ସ । ଅନୁପ ସାହୁଙ୍କୁ ଆଡିସ୍‌ନାଲ କମିଶନର , କମିଶନରେଟ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.