Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଏପରି ଆୟୋଜିତ ହେବ ଆଇପିଏଲ, ପରାମର୍ଶ ଦେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

3/04/2020 at 12:08 PM

ନୂଆଦିଲ୍ଲୀ, ୦୩|୦୪:  ଯଦି କରୋନା ମାହାମାରୀ ସ୍ଥିତି ସୁଧିରିବ ତାହାଲେ ଅକ୍ଟୋବର ଓ ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ପୂର୍ବରୁ ୫ ସପ୍ତାହର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଏହି ଆଶା ରଖିଛନ୍ତି । ଭାରତରେ କରୋନା ଭାଇରସ ୨୦୦୦ରୁ ଅଧିକଙ୍କୁ ସଂକ୍ରମିତ କରିବା ସହ ୫୦ରୁ ଅଧିକ ଜୀବନ ନେଇଛି । ଫଳରେ ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି ।

ମାଇକେଲ ଭନ୍ ଟ୍ୱିଟ କରି କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପୂର୍ବରୁ ୫ ସପ୍ତାହରେ ଆଇପିଏଲ ଖେଳାଯାଇପାରିବ । ସମସ୍ତ ଖେଳାଳି ଏହାର ବ୍ୟବହାର ବିଶ୍ୱକପ ପୂର୍ବରୁ ଅଭ୍ୟାସ ଭାବେ କରିବେ । ଏହାପରେ ବିଶ୍ୱକକପ ହେବ । ଖେଳ ପାଇଁ ଆଇପିଏଲ ଓ ବିଶ୍ୱକପ ଉଭୟ ଜରୁରୀ ।

ଭନଙ୍କ ଏହି ପରାମର୍ଶକୁ ଗ୍ରହଣ କଲେ, ଅକ୍ଟୋବର ୧୮ରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆରମ୍ଭ ହେବ । ଏହା ପୂର୍ବରୁ ସେପ୍ଟେମ୍ବରରେ ଆଇପିଏଲ ହୋଇପାରେ ବୋଲି ଅନୁମାନ କରାଯାଉଛି । କରାଣ ଏହି ମାସରେ ଭାରତ ଦୁବାଇରେ ଏସିଆ କପରେ ଭାଗ ନେବ । ପାକିସ୍ତାନ ମଧ୍ୟ ଏଥିରେ ଭାଗ ନେବ । ଏହାପରେ ଇଂଲଣ୍ଡ ସହ ଦିନିକିଆ ଓ ଟି୨୦ ସିରିଜ ଭାରତ ଖେଳିବ ।

   Related Posts