ଆଇପିଏଲ୍ ବେଟିଂ ବେଳେ ଚଢାଉ : ୮ ଜଣ ଗିରଫ, ୮ ଲକ୍ଷ ଜବତ

Published By : Prameya-News7 Bureau | October 11, 2021 IST

ବ୍ରହ୍ମପୁର ୧୧।୧୦: ବାରମ୍ବାର ଚଢାଉ ସତ୍ତ୍ବେ ଥମୁନାହିଁ ଆଇପିଏଲ ବେଟିଂ । ବ୍ରହ୍ମପୁରରେ ପୁଣି ଆଇପିଏଲ ବେଟିଂ ଚାଲିଥିବା ବେଳେ ଚଢାଉ କରିଛି ପୋଲିସ । ଚଢାଉ ବେଳେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । କିଙ୍ଗପିନ୍ ଜଗନ୍ନାଥ ଚୌଧୁରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ ।

{"id":525698,"sizeSlug":"full","linkDestination":"none"}

ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଏହାସହ ୧୧ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.