IPL 2021 : ଏଠାରେ ଦେଖନ୍ତୁ ସମସ୍ତ ଆଇପିଏଲ ଟିମ୍‌ର ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦।୦୧: ଆଇପିଏଲ ୨୦୨୧ର ନିଲାମ ପୂର୍ବରୁ ବୁଧବାର ସମସ୍ତ ଫ୍ରାଞ୍ଚାଇଜି ନିଜର ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି। କିଛି ଦଳ ବଡ ନିଷ୍ପତ୍ତି ନେଇ ନିଜର ବରିଷ୍ଠ ଖେଳାଳିଙ୍କୁ ରିଲିଜ୍ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଲସିଥ୍ ମାଲିଙ୍ଗା, ରାଜସ୍ଥାନ ଷ୍ଟିଭ୍ ସ୍ମିଥ୍ ଓ ପଞ୍ଜାବ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ରିଲିଜ୍ କରିବା ପରି ଖେଳାଳିଙ୍କ ନାମ ସାମିଲ। ଅନ୍ୟପଟେ କିଛି ଦଳ ନିଜ ଖେଳାଳିଙ୍କ ଉପରେ ଭରସା ପ୍ରକଟ୍ କରି ସେମାନଙ୍କୁ ଦଳରେ ରଖିଛି। ୮ଟି ଦଳ ମୋଟ୍ ୧୪୦ ଖେଳାଳିଙ୍କୁ ରିଟେନ୍ କରିଥିବା ବେଳେ ୫୫ ଖେଳାଳିଙ୍କୁ ଛାଡି ଦେଇଛନ୍ତି। ୨୦୨୧ ନିଲାମରେ ମୋଟ୍ ୬୦ ଖେଳାଳିଙ୍କୁ କିଣା ଯିବ। ଆସନ୍ତୁ ଦେଖିବା ସମସ୍ତ ଦଳ ଦ୍ଵାରା ରିଟେନ୍ ଏବଂ ରିଲିଜ୍ ଖେଳାଳିଙ୍କ ତାଲିକା

କୋଲକାତା ନାଇଟ୍ ରାଇଡର୍ସ

{"id":395631,"sizeSlug":"large","linkDestination":"none"}

ରିଟେନ୍ ଖେଳାଳି- ଇଅନ ମୋର୍ଗାନ, ଶୁବମାନ ଗିଲ୍, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରିନେ, ପାଟ୍ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, ନୀତିଶ ରାଣା, ରାହୁଲ ତ୍ରିପାଠୀ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲକି ଫର୍ଗ୍ୟୁସନ, ଶିବମ ମାଭି, ପ୍ରସିଦ୍ଧ କୃଷ୍ଣା, ସନ୍ଦୀପ ଓ୍ଵାରିୟର, ଟିମ୍ ସେଇଫର୍ଟ, ରିଙ୍କୁ ସିଂହ।

ରିଲିଜ୍ ଖେଳାଳି- ଟମ୍ ବେଣ୍ଟନ, ନିଖିଲ ନାଇକ, କ୍ରିସ୍ ଗ୍ରୀନ, ସିଦ୍ଧେଶ ଲାଡ୍, ଏମ ସିଦ୍ଧାର୍ଥ ଓ ହେରି ଗୁର୍ଣ୍ଣି।

ମୁମ୍ବାଇ ଇଣ୍ଡିଆନ୍ସ

{"id":395632,"sizeSlug":"large","linkDestination":"none"}

ରିଟେନ୍ ଖେଳାଳି- ରୋହିତ ଶର୍ମା, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ସୂର୍ଯ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା, କ୍ଵିଣ୍ଟନ ଡିକକ୍‌, ଟ୍ରେଣ୍ଟ ବୋଲ୍ଟ, ଇଶାନ କିଷନ, ରାହୁଲ ଚହର, ସୌରଭ ତିଓ୍ଵାରୀ, ଧବଲ କୁଲକର୍ଣ୍ଣୀ, ଆଦିତ୍ୟ ତାରେ, ଜୟନ୍ତ ଯାଦବ, କ୍ରିସ୍ ଲିନ, ଅନୁକୂଳ ରୟ, ଅନମୋଲପ୍ରୀତ ସିଂହ ଓ ମୋହସିନ ଖାନ।

ରିଲିଜ୍ ହୋଇଥିବା ଖେଳାଳି - ଲସିଥ୍ ମାଲିଙ୍ଗା, ନାଥନ କୁଲଟର ନାଇଲ, ମିଚେଲ୍ ମ୍ୟାକ୍ଲେଘନ, ରଦରଫୋର୍ଡ, ଜେମ୍ସ ପାଟିନସନ, ଦିଗବିଜୟ, ପ୍ରିନ୍ସ ବଲବନ୍ତ।

ଦିଲ୍ଲୀ କ୍ୟାପିଟାଲ୍ସ

{"id":395633,"sizeSlug":"large","linkDestination":"none"}

ରିଟେନ୍  ହୋଇଥିବା ଖେଳାଳି- ଶ୍ରେୟସ ଆୟର, ଶିଖର ଧାଓ୍ଵନ, ଋଷଭ ପନ୍ତ, ପୃଥ୍ଵୀ ସ, ଇଶାନ ଶର୍ମା, ରବି ଚନ୍ଦ୍ରନ ଅଶ୍ଵିନ, ଆଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ, ଅମିତ୍ ମିଶ୍ର, ଅବେଶ ଖାନ, ମାର୍କସ ଷ୍ଟୋଇନିସ୍, ସିମରନ ହେଟମାୟର, କାଗିସୋ ରାବଡା, ଏନରିଜ ନୋର୍ତ୍ତଜେ, ପ୍ରବୀଣ ଦୁବେ, ଲଳିତ ଯାଦବ, ହର୍ଷଲ ପଟେଲ, ଡାନିଏଲ ସାମ୍ସ, କ୍ରିସ୍ ଓ୍ଵକ୍ସ।

ରିଲିଜ୍ ହୋଇଥିବା ଖେଳାଳି- ଜାସନ ରୟ, ସନ୍ଦୀପ ଲାମିଛାନେ, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, କିମୋ ପଲ୍, ଆଲେକ୍ସି କେରି।

ରାଜସ୍ଥାନ ରୟାଲ୍ସ

{"id":395634,"sizeSlug":"large","linkDestination":"none"}

ରିଟେନ୍ ହୋଇଥିବା ଖେଳାଳି -  ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋସ ବଟଲର, ରିୟାନ ପରାଗ, ଶ୍ରେୟସ ଗୋପାଲ, ରାହୁଲ ତେଓ୍ଵତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ର୍ୟୁ ଟାଇ, ଜୟଦେବ ଉନାଦକତ, ମୟଙ୍କ ମାର୍କେଣ୍ଡେୟ, ଯଶସ୍ଵୀ ଜୟସଓ୍ଵାଲ, ଅନୁଜ ରାଓ୍ଵତ, ଡେଭିଡ୍ ମିଲର, ମନନ ଭୋରା, ରୋବିନ ଉଥପ୍ପା।

ରିଲିଜ୍ ହୋଇଥିବା ଖେଳାଳି - ଷ୍ଟିଭ୍ ସ୍ମିଥ୍, ଅଙ୍କିତ ରାଜପୁତ, ଓସେନ ଥମାସ, ଆକାଶ ସିଂହ, ବରୁଣ ଆରୋନ, ଟମ୍ କୁରନ, ଅନିରୁଦ୍ଧ ଯୋଶୀ, ଶଶାଙ୍କ ସିଂହ।

ସନରାଇଜର୍ସ ହାଇଦ୍ରାବାଦ

{"id":395635,"sizeSlug":"large","linkDestination":"none"}

ରିଟେନ୍ ଖେଳାଳି- ଡେଭିଡ୍ ଓ୍ଵାର୍ଣ୍ଣର, କେନ୍ ଓ୍ଵିଲିୟମସନ, ମନିଷ ପାଣ୍ଡେ, ପ୍ରିୟମ ଗର୍ଗ, ବିରାଟ ସିଂହ, ଋଦ୍ଧିମାନ ଶାହା, ଜନି ବେୟାରଷ୍ଟୋ, ଶ୍ରୀବାସ୍ତବ ଗୋସ୍ଵାମୀ, ବିଜୟ ଶଙ୍କର, ମହମ୍ମଦ ନବି, ସନ ମାର୍ଶ, ଜାସନ ହୋଲଡର, ଅଭିଷେକ ଶର୍ମା, ମହମ୍ମଦ ସମଦ, ଭୁବନେଶ୍ଵର ଶର୍ମା, ରଶିଦ ଖାନ, ଟି ନଟରାଜନ, ସନ୍ଦୀପ ସିଂହ, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କଉଲ, ବିସଲ ଥମ୍ପି ଓ ଶହବାଜ ନଦିମ।

ରିଲିଜ୍ ଖେଳାଳି- ବିଲି ଷ୍ଟାକଲେନ, ଫାବିୟନ ଏଲନ, ସଞ୍ଜୟ ଯାଦବ, ବିଲି ସନ୍ଦୀପ ଓ ଆର ପୃଥ୍ଵୀ ରାଜଭି

କିଙ୍ଗ୍ସ ଏକାଦଶ ପଞ୍ଜାବ

{"id":395636,"sizeSlug":"large","linkDestination":"none"}

ରିଟେନ୍ ହୋଇଥିବା ଖେଳାଳି- କେଏଲ ରାହୁଲ, କ୍ରିସ୍ ଗେଲ୍, ନିକୋଲାସ ପୁରନ, ମହମ୍ମଦ ସାମି, କ୍ରିଜ୍ ଜୋର୍ଡାନ, ମନ୍ଦୀପ ସିଂହ, ମୟଙ୍କ ଅଗ୍ରଓ୍ଵାଲ, ରବି ବିସ୍ନୋଇ, ପ୍ରଭସିମରନ ସିଂହ, ଦୀପକ ହୁଡ୍ଡା, ସର୍ଫରାଜ ଖାନ, ଅର୍ଶଦୀପ ସିଂହ, ମୁର୍ଗନ ଅଶ୍ଵିନ, ଇଶାନ ପୋରଲ, ହରପ୍ରୀତ ସିଂହ।

ରିଲିଜ୍  ହୋଇଥିବା ଖେଳାଳି- ଗ୍ଲେନ ମ୍ୟାକ୍ସଓ୍ଵେଲ, ସେଲଡ୍ରନ କଟ୍ରେଲ, କେ ଗୌତମ, ମୁଜିବ ଉର ରେହମାନ, କରୁଣ ନାୟର ଓ ଜେମ୍ସ ନିଶାନ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

{"id":395637,"sizeSlug":"large","linkDestination":"none"}

ରିଟେନ୍ ଖେଳାଳି- ବିରାଟ କୋହଲି, ଏବି ଡି ଭିଲିୟର୍ସ, ୟୁଜବେନ୍ଦ୍ର ଚହଲ, ଦେବଦତ୍ତ ପାଡିକଲ, ଓ୍ଵାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ନବଦୀପ ସାଇନି, ଆଡମ ଜାମ୍ପା, ଶହବାଜ ଅହମ୍ମଦ, ଜୋଶ ଫିଲିପ୍, କେନ ରିଚାର୍ଡସନ, ପବନ ଦେଶ ପାଣ୍ଡେ।

ରିଲିଜ୍  ଖେଳାଳି- ମୋଇ ଅଲ୍ଲୀ, ଶିବମ ଦୁବେ, ଗୁରକିରତ ସିଂହ ମାନ, ଆରୋନ ଫିଞ୍ଚ, କ୍ରିସ୍ ମୋରିସ, ପବନ ନେଗି, ପାର୍ଥିବ ପଟେଲ, ଡେଲ ଷ୍ଟେନ, ଇସୁରୁ ଉଦାନା, ଉମେଶ ଯାଦବ।

ଚେନ୍ନାଇ ସୁପରକିଙ୍ଗ୍ସ

{"id":395638,"sizeSlug":"large","linkDestination":"none"}

ରିଟେନ୍ ଖେଳାଳି- ଏମଏସ ଧୋନୀ, ସୁରେଶ ରୈନା, ଫାଫ ଡୁପ୍ଲେସିସ୍, ରବୀନ୍ଦ୍ର ଜାଡେଜା, ସାମ କୁରନ, ଡ୍ଵେନ ବ୍ରାଭୋ, ମିଚେଲ୍ ସାଣ୍ଟନର, ଶାର୍ଦ୍ଦୁଳ ଠାକୁର, ଋତୁରାଜ ଗାଏକଓ୍ଵାଡ, ଏନ  ଜଗଦୀଶନ, ଇମ୍ରାନ ତାହିର, ଦୀପକ ଚହର, ଜୋଶ ହେଜେଲଉଡମ, ଲୁଙ୍ଗି ଏନଡିଗି, ଅମ୍ବି ଶର୍ମା।

ରିଲିଜ୍ ଖେଳାଳି-  ପିୟୂଷ ଚାଓ୍ଵଲା, ମୁରଲୀ ବିଜୟ, ହରଭଜନ ସିଂହ, ମୋନୁ କୁମାର ସିଂହ, ସେନ ଓ୍ଵାଟସନ(ରିଟାୟର)।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.