ଆଇପିଏଲ ୨୦୨୧ : ଟସ୍‌ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି, ହିଟ୍‌ମ୍ୟାନ୍‌ଙ୍କ ଉପରେ ସମସ୍ତଙ୍କ ନଜର

Published By : Prameya-News7 Bureau | April 13, 2021 IST

ଚେନ୍ନାଇ ୧୩/୦୪ : ଆଇପିଏଲ ସିଜିନ୍‌ ୧୪ର ୫ମ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଇଅନ୍‌ ମୋର୍ଗାନଙ୍କ କୋଲକାତା ନାଇଟ୍‌ ରାଇଡର୍ସ । ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି କୋଲକାତା ନାଇଟ୍‌ ରାଇଡର୍ସ । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ - ରୋହିତ ଶର୍ମା (କ୍ୟାପଟେନ), କ୍ୱିଣ୍ଟନ୍ ଡିକକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ମାର୍କୋ ଜେନସନ, ଟ୍ରେଣ୍ଟ ବୋଲ୍ଟ ଏବଂ ଜସପ୍ରୀତ ବୁମ୍‌ରାହ

କୋଲକାତା ନାଇଟ୍ ରାଇଡର୍ସ ଏକାଦଶ- ନୀତୀଶ ରାଣା, ଶୁଭମାନ ଗିଲ, ରାହୁଲ ତ୍ରିପାଠୀ, ଇଅନ୍‌ ମୋର୍ଗାନ (ଅଧିନାୟକ), ଆନ୍‌ଦ୍ରେ ରସେଲ, ଦୀନେଶ କାର୍ତ୍ତିକ, ଶାକିବ ଅଲ ହାସନ, ପ୍ୟାଟ କମିନ୍ସ, ହରଭଜନ ସିଂ, ପ୍ରସିଦ୍ଧ କୃଷ୍ଣା ଏବଂ ବରୁଣ ଚକ୍ରବର୍ତ୍ତୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.