Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବନ୍ଦ ଯୋଗୁଁ ହଇରାଣ ହୋଇଛନ୍ତି ପରୀକ୍ଷାର୍ଥୀ

10/09/2018 at 12:31 PM

ବନ୍ଦ ଯୋଗୁ ପରୀକ୍ଷାର୍ଥୀ ମାନେ ହଇରାଣ ହେଉଛନ୍ତି । ଗାଡି ଚଳାଚଳ ବନ୍ଦ ଯୋଗୁଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଅସୁବିଧା ହେଉଥିବା କହିଛନ୍ତି ପରୀକ୍ଷାର୍ଥୀ । ସେମାନଙ୍କ ସହ କଥା ହୋଇଚନ୍ତି ଆମ ପ୍ରତିନିଧି କିଶାନ ବରାଇ ।

   Related Posts