୨୫ରୁ କଟକରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ, ଯୋଗଦେବେ ୧୮ ଦେଶର ୩ ଶହରୁ ଅଧିକ ପ୍ରତିଯୋଗୀ

Published By : Prameya-News7 Bureau | January 20, 2022 IST

ଭୁବନେଶ୍ୱର, ୨୦/୦୧: ଜାନୁଆରୀ ୨୫ରୁ ଆରମ୍ଭ ହେବ ଓଡ଼ିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ । କଟକ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏହି ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ  ଆୟୋଜନ ହେବା ନେଇ ଜଣାପଡ଼ିଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୮ ଦେଶର ୩ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.