ସୋଆ ବିଶ୍ବବିଦ୍ୟାଳୟ ପରିସରରେ ପାଳନ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ
21/06/2019 at 1:35 PM

ଭୁବନେଶ୍ବର ୨୧|୬: ଆଜି ବିଶ୍ବ ଯୋଗ ଦିବସ । ସୋଆ ବିଶ୍ବବିଦ୍ୟାଳୟ ପରିସରରେ ପାଳନ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଏହି ଅବସରରେ ଯୋଗାଭ୍ୟାସ କରିଛନ୍ତି । ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ଉପରେ ଜୋର ଦିଆଯାଇଛି । ଏହା ଆମ ଜୀବନ ଏକ ଅଭିନ୍ନ ଅଙ୍ଗ ବୋଲି ଯୋଗାଭ୍ୟାସକାରୀମାନେ ମତ ରଖିଛନ୍ତି ।