Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ହାତ କାଟି ରକ୍ତରେ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଟର ବର୍ତ୍ତିକା ସିଂହ… କହିଲେ ‘ମୁଁ ଦେବି ନିର୍ଭୟା ଦୋଷୀଙ୍କୁ ଫାଶୀ’

15/12/2019 at 1:12 PM

ନୂଆଦିଲ୍ଲୀ ୧୫।୧୨: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରକ୍ତ ଭିଜା ଚିଠି ଲେଖିଛନ୍ତି ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂହ । ନିଜ ହାତ କାଟି ରକ୍ତରେ ଚିଠି ଲେଖିଛନ୍ତି ବର୍ତ୍ତିକା । ଏହା ସହ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀ ଦାବି କରିଛନ୍ତି । ତାହା ପୁଣି ସେ ନିଜେ ଫାଶୀ ଦେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ଫଳରେ ମହିଳାଙ୍କୁ ସୁରକ୍ଷା ପାଇଁ ସେ ଏପରି କରିବାକୁ ଚାହୁଁଥିବା ସେ କହିଛନ୍ତି । କେବଳ ଚିଠି ନୁହେଁ ଟ୍ୟୁଇଟ କରି ସମସ୍ତ ମହିଳା ଜନ ପ୍ରତିନିଧି ଏବଂ ଅଭିନେତ୍ରୀଙ୍କ ସମର୍ଥନ ମଧ୍ୟ ଲୋଡିଛନ୍ତି ବର୍ତ୍ତିକା ।

   Related Posts