ଜାଣନ୍ତୁ ଝିଲାପୀକୁ ଇଂରାଜୀରେ କଣ କୁହନ୍ତି?

Published By : Prameya-News7 Bureau | December 16, 2018 IST

କହିବାକୁ ଗଲେ ଝିଲାପୀ ବେଶୀ ଖାଇବା ଉଚିତ ନୁହଁ। କିନ୍ତୁ ଯେଉଁମାନଙ୍କର ମୁଣ୍ଡ ବଥା ଅର୍ଥାତ ମାଇଗ୍ରେନର ସମସ୍ୟା ଥାଏ ସେମାନଙ୍କୁ ଝିଲାପୀ ଖାଇବା ଉଚିତ। ମାଇଗ୍ରେନରୁ ଶୀଘ୍ର ମୁକ୍ତି ପାଇବାକୁ ହେଲେ ୨-୩ ଜିଲାପୀକୁ କ୍ଷୀର ସହିତ ଖାଇବା ଉଚିତ। 

{"id":64333}

ଅଧିକ ମୋଟା ହବା ସ୍ୱାସ୍ଥ ପାଇଁ କ୍ଷତିକାରକ। କିନ୍ତୁ ଅଧିକ ପତଳା ହବା ମଧ୍ୟ ଖରାପ ହୋଇପାରେ। ଦେଶୀ ଘିଅରେ ପ୍ରସ୍ତୁତ ଝିଲାପୀ ପ୍ରତିଦିନ ସକାଳେ ଖାଇଲେ ଓଜନ ବଢେ।

ଝିଲାପୀ କିମ୍ୱା ବିଭିନ୍ନ ଧରଣର ମିଠା ଅଧିକରୁ ଅଧିକ ଉତ୍ସବ ଓ ପର୍ବ ପର୍ବାଣି ମାନଙ୍କରେ ଘରେ ଘରେ ହୋଇଥାଏ। ଘରକୁ ଯଦି କିଛି ଖୁସି ଖବର ଆସେ ତାହଲେ ମିଠା ଖିଆଯାଏ ଏବଂ ସାହି ପଡିଶାରେ ବଣ୍ଟା ମଧ୍ୟ ଯାଏ। କିନ୍ତୁ ମିଠା ପ୍ରେମିକ ମାନଙ୍କ ପାଇଁ କିଛି କାରଣ ନଥାଏ ମିଠା ଖାଇବାକୁ। 

{"id":64334}

ଉଚ୍ଚ ରକ୍ତ ଚାପ କିମ୍ୱା ମଧୁମେହ ରୋଗିଙ୍କୁ କଦାପି ଝିଲାପୀ ଓ ଅନ୍ୟାନ୍ୟ ମିଠା ଖାଇବା ଉଚିତ ନୁହଁ।
ପ୍ରକୃତରେ ଜିଲାପୀର ଇଂରାଜୀ ନାଁ ହେଲା ସୁଇଟ୍ କଏଲ (Sweet Coil)।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.