Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଜାଣନ୍ତୁ ଝିଲାପୀକୁ ଇଂରାଜୀରେ କଣ କୁହନ୍ତି?

16/12/2018 at 4:35 PM

କହିବାକୁ ଗଲେ ଝିଲାପୀ ବେଶୀ ଖାଇବା ଉଚିତ ନୁହଁ। କିନ୍ତୁ ଯେଉଁମାନଙ୍କର ମୁଣ୍ଡ ବଥା ଅର୍ଥାତ ମାଇଗ୍ରେନର ସମସ୍ୟା ଥାଏ ସେମାନଙ୍କୁ ଝିଲାପୀ ଖାଇବା ଉଚିତ। ମାଇଗ୍ରେନରୁ ଶୀଘ୍ର ମୁକ୍ତି ପାଇବାକୁ ହେଲେ ୨-୩ ଜିଲାପୀକୁ କ୍ଷୀର ସହିତ ଖାଇବା ଉଚିତ। 

ଅଧିକ ମୋଟା ହବା ସ୍ୱାସ୍ଥ ପାଇଁ କ୍ଷତିକାରକ। କିନ୍ତୁ ଅଧିକ ପତଳା ହବା ମଧ୍ୟ ଖରାପ ହୋଇପାରେ। ଦେଶୀ ଘିଅରେ ପ୍ରସ୍ତୁତ ଝିଲାପୀ ପ୍ରତିଦିନ ସକାଳେ ଖାଇଲେ ଓଜନ ବଢେ।

ଝିଲାପୀ କିମ୍ୱା ବିଭିନ୍ନ ଧରଣର ମିଠା ଅଧିକରୁ ଅଧିକ ଉତ୍ସବ ଓ ପର୍ବ ପର୍ବାଣି ମାନଙ୍କରେ ଘରେ ଘରେ ହୋଇଥାଏ। ଘରକୁ ଯଦି କିଛି ଖୁସି ଖବର ଆସେ ତାହଲେ ମିଠା ଖିଆଯାଏ ଏବଂ ସାହି ପଡିଶାରେ ବଣ୍ଟା ମଧ୍ୟ ଯାଏ। କିନ୍ତୁ ମିଠା ପ୍ରେମିକ ମାନଙ୍କ ପାଇଁ କିଛି କାରଣ ନଥାଏ ମିଠା ଖାଇବାକୁ। 

ଉଚ୍ଚ ରକ୍ତ ଚାପ କିମ୍ୱା ମଧୁମେହ ରୋଗିଙ୍କୁ କଦାପି ଝିଲାପୀ ଓ ଅନ୍ୟାନ୍ୟ ମିଠା ଖାଇବା ଉଚିତ ନୁହଁ।
ପ୍ରକୃତରେ ଜିଲାପୀର ଇଂରାଜୀ ନାଁ ହେଲା ସୁଇଟ୍ କଏଲ (Sweet Coil)।

   Related Posts