Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ବିବାହ ପୂର୍ବରୁ ଅଧିକାଂଶ ଚୀନ ତରୁଣୀ କରିଥାନ୍ତି ପ୍ଲାଷ୍ଟିକ ସର୍ଜରୀ: ଚୀନ ଲୋକଙ୍କ ବିଷୟରେ ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ

26/03/2019 at 1:54 PM

ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଜାଣନ୍ତୁ ଚୀନ ବିଷୟରେ ଏମିତି କିଛି ତଥ୍ୟ ଯାହା ଆପଣଙ୍କୁ ଆଚମ୍ୱିତ କରିବ।
– ଆଜି ମଧ୍ୟ ଚୀନରେ ପାଖାପାଖି ୩.୫ କୋଟି ଲୋକେ ଗୁମ୍ଫାରେ ବାସ କରନ୍ତି।
– ଏଠାର ଲୋକେ ନିଜ ପିଲାଙ୍କର ଖୁବ୍‌ ବଡ ନାଁ ରଖନ୍ତି।
– ବିବାହ ପୂର୍ବରୁ ଏଠାରେ ଅନେକ ଝିଅ ପ୍ଲାଷ୍ଟିକ୍‌ ସର୍ଜରୀ କରାନ୍ତି।
– ଚୀନ ଲୋକେ କେବଳ ମଜା ମସ୍ତୀ କିମ୍ୱା ପର୍ବ ରେ ମଦ ପିଅନ୍ତି ନାହିଁ।
– ଅଧିକାଂଶ ଚାଇନିଜ ନ୍ୟୁୟର୍କକୁ ଛୁଟି କଟାଇବାକୁ ଯାଆନ୍ତି।
– ଚୀନର ସେନା ୧୦ ହଜାର ପାରାଙ୍କୁ ପ୍ରଶିକ୍ଷଣ ଦେଇ ସେନାବାହିନୀରେ ସାମିଲ କରିଛି। ଏହି ପାରା ରିଜର୍ଭ ପିଜନ ଆର୍ମୀ ନାଁରେ ପରିଚିତ।
– ଚୀନର ସବୁ ଲୋକ ପାଖାପାଖି ଗୋଟେ ସମୟରେ ଛୁଟି କାଟିବାକୁ ଯାଆନ୍ତି।
– ଜନସଂଖ୍ୟା ହ୍ରାସ ପାଇଁ ଚୀନରେ ଗୋଟିଏ ସନ୍ତାନ ନୀତି ପ୍ରଚଳନ ହୋଇଛି । ପରିବାର ନିୟୋଜନ କରୁଥିବା ଦମ୍ପତ୍ତିଙ୍କୁ ପରିବାର ନିୟୋଜନ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ ।

   Related Posts