ବିବାହ ପୂର୍ବରୁ ଅଧିକାଂଶ ଚୀନ ତରୁଣୀ କରିଥାନ୍ତି ପ୍ଲାଷ୍ଟିକ ସର୍ଜରୀ: ଚୀନ ଲୋକଙ୍କ ବିଷୟରେ ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ

Published By : Prameya-News7 Bureau | March 26, 2019 IST

wp:heading {"level":5}
ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଜାଣନ୍ତୁ ଚୀନ ବିଷୟରେ ଏମିତି କିଛି ତଥ୍ୟ ଯାହା ଆପଣଙ୍କୁ ଆଚମ୍ୱିତ କରିବ।
/wp:heading wp:heading {"level":5}
- ଆଜି ମଧ୍ୟ ଚୀନରେ ପାଖାପାଖି ୩.୫ କୋଟି ଲୋକେ ଗୁମ୍ଫାରେ ବାସ କରନ୍ତି।
/wp:heading wp:heading {"level":5}
- ଏଠାର ଲୋକେ ନିଜ ପିଲାଙ୍କର ଖୁବ୍‌ ବଡ ନାଁ ରଖନ୍ତି।
/wp:heading {"id":97006,"width":594,"height":334}
wp:heading {"level":5}
- ବିବାହ ପୂର୍ବରୁ ଏଠାରେ ଅନେକ ଝିଅ ପ୍ଲାଷ୍ଟିକ୍‌ ସର୍ଜରୀ କରାନ୍ତି।
/wp:heading wp:heading {"level":5}
- ଚୀନ ଲୋକେ କେବଳ ମଜା ମସ୍ତୀ କିମ୍ୱା ପର୍ବ ରେ ମଦ ପିଅନ୍ତି ନାହିଁ।
/wp:heading wp:heading {"level":5}
- ଅଧିକାଂଶ ଚାଇନିଜ ନ୍ୟୁୟର୍କକୁ ଛୁଟି କଟାଇବାକୁ ଯାଆନ୍ତି।
/wp:heading wp:heading {"level":5}
- ଚୀନର ସେନା ୧୦ ହଜାର ପାରାଙ୍କୁ ପ୍ରଶିକ୍ଷଣ ଦେଇ ସେନାବାହିନୀରେ ସାମିଲ କରିଛି। ଏହି ପାରା ରିଜର୍ଭ ପିଜନ ଆର୍ମୀ ନାଁରେ ପରିଚିତ।
/wp:heading wp:heading {"level":5}
- ଚୀନର ସବୁ ଲୋକ ପାଖାପାଖି ଗୋଟେ ସମୟରେ ଛୁଟି କାଟିବାକୁ ଯାଆନ୍ତି।
/wp:heading wp:heading {"level":5}
- ଜନସଂଖ୍ୟା ହ୍ରାସ ପାଇଁ ଚୀନରେ ଗୋଟିଏ ସନ୍ତାନ ନୀତି ପ୍ରଚଳନ ହୋଇଛି । ପରିବାର ନିୟୋଜନ କରୁଥିବା ଦମ୍ପତ୍ତିଙ୍କୁ ପରିବାର ନିୟୋଜନ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.