Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଆଜି ଇଣ୍ଟରସେପ୍ଟର ମିସାଇଲ୍ ପରୀକ୍ଷା

2/08/2018 at 7:44 AM

ଆଜି ଇଣ୍ଟରସେପ୍ଟର ମିସାଇଲ୍ ପରୀକ୍ଷା ହେବାକୁ ଯାଉଅଛି।ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ନିକଟସ୍ଥ ଅବଦୁଲ କଲାମ ଦ୍ବୀପର ୪ନଂ ଲଞ୍ଚପ୍ୟାଡ଼ରୁ ଆଜି ଅାଡ଼ଭାନ୍ସ୍ ଏୟାର ଡ଼ିେଫନ୍ସ ଇଣ୍ଟରସେପ୍ଟର ର ପରୀକ୍ଷଣ କରାଯିବ।ଅବଦୁଲ କଲାମ ଦ୍ବୀପରୁ ଆ୍ଡ଼ଭାନ୍ସ ଏୟାର ଡ଼ିଫେନ୍ସ ଇଣ୍ଟରସେପ୍ଟର ର ଏହା ୧୭ତମ ପରୀକ୍ଷଣ ହେବ।ସମ୍ପୂଣ୍ଣ ସ୍ବଦେଶୀ ଜ୍ଞାନକୈାଶଳରେ ନିମିତ ମିସାଇଲ୍ ର ଉଚ୍ଚତା ୭.୫ମିଟର ଏବଂ ଗୋଲେଇ ୦.୫ମିଟର।

   Related Posts