ଆଜି ଇଣ୍ଟରସେପ୍ଟର ମିସାଇଲ୍ ପରୀକ୍ଷା

Published By : Prameya-News7 Bureau | August 02, 2018 IST

ଆଜି ଇଣ୍ଟରସେପ୍ଟର ମିସାଇଲ୍ ପରୀକ୍ଷା ହେବାକୁ ଯାଉଅଛି।ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ନିକଟସ୍ଥ ଅବଦୁଲ କଲାମ ଦ୍ବୀପର ୪ନଂ ଲଞ୍ଚପ୍ୟାଡ଼ରୁ ଆଜି ଅାଡ଼ଭାନ୍ସ୍ ଏୟାର ଡ଼ିେଫନ୍ସ ଇଣ୍ଟରସେପ୍ଟର ର ପରୀକ୍ଷଣ କରାଯିବ।ଅବଦୁଲ କଲାମ ଦ୍ବୀପରୁ ଆ୍ଡ଼ଭାନ୍ସ ଏୟାର ଡ଼ିଫେନ୍ସ ଇଣ୍ଟରସେପ୍ଟର ର ଏହା ୧୭ତମ ପରୀକ୍ଷଣ ହେବ।ସମ୍ପୂଣ୍ଣ ସ୍ବଦେଶୀ ଜ୍ଞାନକୈାଶଳରେ ନିମିତ ମିସାଇଲ୍ ର ଉଚ୍ଚତା ୭.୫ମିଟର ଏବଂ ଗୋଲେଇ ୦.୫ମିଟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.