ମାର୍ଚ୍ଚ ୩୧ ଯାଏଁ ରାଜ୍ୟ ବାହାରକୁ ଗଡିବନି ବସ୍‌, ଘରୋଇ ବସ୍ ମାଲିକ ସଂଘର 'କରୋନା' ଘୋଷଣା

Published By : Prameya-News7 Bureau | March 22, 2020 IST

ଭୁବନେଶ୍ବର ୨୨।୩: ଆଜିଠୁ ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ । ଆସନ୍ତା ୩୧ ଯାଏଁ ରାଜ୍ୟରେ ଗଡିବନି ଘରୋଇ ବସ୍ । କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି ।

କରୋନା ଭାଇରସ୍ ର ଭୟାବହତାକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍ ବ୍ୟାପୁଥିବା ବେଳେ ରାଜ୍ୟରେ ମାତ୍ର ଦୁଇ ଜଣ ଲୋକ ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି । ସେଥିପାଇଁ ଓଡିଶାରୁ ବାହାର ରାଜ୍ୟକୁ ବସ୍ ଚଳାଚଳ ଉପରେ କଟକଣା ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.