ଅଗଷ୍ଟ ୪ ତାରିଖରେ ନ୍ୟାସନାଲ ଡାଟା ରିପେ।ଜିଟେ।ରୀ ସେକେଣ୍ଡାରୀ ଡାଟା ସେଣ୍ଟରର ଉଦଘାଟନ ହେବ

Published By : Prameya-News7 Bureau | August 02, 2018 IST

ଅଗଷ୍ଟ ୪ ତାରିଖରେ ନ୍ୟାସନାଲ ଡାଟା ରିପେ।ଜିଟେ।ରୀ ସେକେଣ୍ଡାରୀ ଡାଟା ସେଣ୍ଟରର ଉଦଘାଟନ କରିବେ କେନ୍ଦ୍ର ପେଟ୍ରେ।ଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପୂର୍ବ ଭାରତରେ ଏହି ସେଣ୍ଟର ପ୍ରଥମ ହେ।ଇଥିବା ବେଳେ ସାରା ଭାରତ ବର୍ଷରେ ଏହି ତୃତୀୟ ସଫ୍ଟ ଓୟାର ପାର୍କ । ରାଜ୍ୟର ଭୁତତ୍ବ ଛାତ୍ର ଓ ଗବେଷକଙ୍କ ପାଇଁ ଏହା ବେଶ ସୁବିଧା ଯେ।ଗାଇବ । ଏହି କେନ୍ଦ୍ରଟି ୩ ଏକର ଜାଗା ଉପରେ ନିର୍ମିତ ହେ।ଇଥିବା ବେଳେ ଏଥିପାଇଁ ୪୫ କେ।ଟି ଟଙ୍କା ଖର୍ଚ୍ଚ କରାଯାଇଛି । ଭୁବନେଶ୍ବର ଗେ।ଠପାଟଣା ଠାରେ ଏସଟିପିଆଇ ମିଳିତ ସହଯେ।ଗରେ ଏହି ପାର୍କ କରାଯାଉଛି । ଏହି ପାର୍କ ବିଶେଷ କରି କେନ୍ଦ୍ର ଭୁତତ୍ବ ଗବେଷକ ଏକାଡେମୀ କ୍ଷେତ୍ର ରେ କାମ କରୁଥିବା ଲେ।କ ତଥା କମ୍ପାନୀ ମାନଙ୍କୁ ମଧ୍ୟ ସାହାଯ୍ୟ କରିବ । ସେହିଭଳି ଛାତ୍ରଛାତ୍ରୀ ମାନେ ଏଠାରେ ଦେଶର ପେଟ୍ରେ।ଲିୟମ ଅନ୍ବେଷଣ ଓ ଉତ୍ପାଦନର ବିପୁଳ ତଥ୍ୟ କୁ ନେଇ ଅନୁସନ୍ଧାନ କାମ କରି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.