Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅଗଷ୍ଟ ୪ ତାରିଖରେ ନ୍ୟାସନାଲ ଡାଟା ରିପେ।ଜିଟେ।ରୀ ସେକେଣ୍ଡାରୀ ଡାଟା ସେଣ୍ଟରର ଉଦଘାଟନ ହେବ

2/08/2018 at 5:01 PM

ଅଗଷ୍ଟ ୪ ତାରିଖରେ ନ୍ୟାସନାଲ ଡାଟା ରିପେ।ଜିଟେ।ରୀ ସେକେଣ୍ଡାରୀ ଡାଟା ସେଣ୍ଟରର ଉଦଘାଟନ କରିବେ କେନ୍ଦ୍ର ପେଟ୍ରେ।ଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପୂର୍ବ ଭାରତରେ ଏହି ସେଣ୍ଟର ପ୍ରଥମ ହେ।ଇଥିବା ବେଳେ ସାରା ଭାରତ ବର୍ଷରେ ଏହି ତୃତୀୟ ସଫ୍ଟ ଓୟାର ପାର୍କ । ରାଜ୍ୟର ଭୁତତ୍ବ ଛାତ୍ର ଓ ଗବେଷକଙ୍କ ପାଇଁ ଏହା ବେଶ ସୁବିଧା ଯେ।ଗାଇବ । ଏହି କେନ୍ଦ୍ରଟି ୩ ଏକର ଜାଗା ଉପରେ ନିର୍ମିତ ହେ।ଇଥିବା ବେଳେ ଏଥିପାଇଁ ୪୫ କେ।ଟି ଟଙ୍କା ଖର୍ଚ୍ଚ କରାଯାଇଛି । ଭୁବନେଶ୍ବର ଗେ।ଠପାଟଣା ଠାରେ ଏସଟିପିଆଇ ମିଳିତ ସହଯେ।ଗରେ ଏହି ପାର୍କ କରାଯାଉଛି । ଏହି ପାର୍କ ବିଶେଷ କରି କେନ୍ଦ୍ର ଭୁତତ୍ବ ଗବେଷକ ଏକାଡେମୀ କ୍ଷେତ୍ର ରେ କାମ କରୁଥିବା ଲେ।କ ତଥା କମ୍ପାନୀ ମାନଙ୍କୁ ମଧ୍ୟ ସାହାଯ୍ୟ କରିବ । ସେହିଭଳି ଛାତ୍ରଛାତ୍ରୀ ମାନେ ଏଠାରେ ଦେଶର ପେଟ୍ରେ।ଲିୟମ ଅନ୍ବେଷଣ ଓ ଉତ୍ପାଦନର ବିପୁଳ ତଥ୍ୟ କୁ ନେଇ ଅନୁସନ୍ଧାନ କାମ କରି ପାରିବେ ।

   Related Posts