Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଠଗଡ ସବ-ଜେଲରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ, ବ୍ୟାପକ ଭଙ୍ଗାରୁଜା

1/05/2019 at 9:25 PM

ଆଠଗଡ୧|୫: କଟକ ଜିଲ୍ଲା ଆଠଗଡ ଉପ-କାରାଗାରରେ କଏଦୀ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । ସିସିଟିଭି ଭାଙ୍ଗିବା ସହ କର୍ମଚାରୀ ଓ କଏଦୀଙ୍କ ମଧ୍ୟରେ ଠେଲାପେଲା ହୋଇଛି । ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଆଠଗଡରୁ ଅନୁଗୋଳ ଜେଲକୁ ସ୍ଥାନାନ୍ତର ଦାବିରେ ହୋଇଛି ବ୍ୟାପକ ଭଙ୍ଗାରୁଜା। ଫଳରେ ଆଠଗଡ ସବଜେଲରେ ପୋଲିସ ଫୋର୍ସ ମୃତୟନ ହୋଇଛି । ଆଜି ସଂଧ୍ୟାରେ ଏହି ଘଟଣା ଘଟିଛି ।

   Related Posts