ଆଠଗଡ ସବ-ଜେଲରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ, ବ୍ୟାପକ ଭଙ୍ଗାରୁଜା

Published By : Prameya-News7 Bureau | May 01, 2019 IST

ଆଠଗଡ୧|୫: କଟକ ଜିଲ୍ଲା ଆଠଗଡ ଉପ-କାରାଗାରରେ କଏଦୀ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । ସିସିଟିଭି ଭାଙ୍ଗିବା ସହ କର୍ମଚାରୀ ଓ କଏଦୀଙ୍କ ମଧ୍ୟରେ ଠେଲାପେଲା ହୋଇଛି । ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଆଠଗଡରୁ ଅନୁଗୋଳ ଜେଲକୁ ସ୍ଥାନାନ୍ତର ଦାବିରେ ହୋଇଛି ବ୍ୟାପକ ଭଙ୍ଗାରୁଜା। ଫଳରେ ଆଠଗଡ ସବଜେଲରେ ପୋଲିସ ଫୋର୍ସ ମୃତୟନ ହୋଇଛି । ଆଜି ସଂଧ୍ୟାରେ ଏହି ଘଟଣା ଘଟିଛି ।

{"id":109656}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.