Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ବାତ୍ୟା ଫୋନି ପରେ ବାସହରା ହୋଇଛନ୍ତି ପଶୁପକ୍ଷୀ : ମୟୂର ଏବଂ ହରିଣ ଉଦ୍ଧାର

18/05/2019 at 12:59 PM

ବ୍ରହ୍ମଗିରି୧୮|୫: ବାତ୍ୟା ଫନି ରେ ଜଙ୍ଗଲ କ୍ଷତିଗ୍ରସ୍ତ ହେବାପରେ ବାସହରା ହୋଇଛନ୍ତି ଜଂଗଲି ପଶୁପକ୍ଷୀ । ରୌଦ୍ରତାପ ସମ୍ଭାଳି ନପାରି ଏବେ ଗ୍ରାମାଭିମୁଖୀ ହୋଇଛନ୍ତି ଏମାନେ।

ଗତକାଲି ସନ୍ଧ୍ୟାରେ ଗବକୁଣ୍ଡ-ମିର୍ଜାପୁର ନିକଟସ୍ଥ ଚିଲିକା ମଝିରେ ଥିବା ଟାପୁରେ ଏକ ମୟୁର ଆହତ ଅବସ୍ଥାରେ ପଡିଥିବା ଖବର ପାଇ ବ୍ରହ୍ମଗିରି ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ମୟୂର ଟିକୁ ଉଦ୍ଧାର କରିଛନ୍ତି । ପରେ ପଶୁ ଡ଼ାକ୍ତରଙ୍କୁ ଡକାଇ ଚିକିତ୍ସା କରିଥିଲେ।

ସେହିଭଳି ଆଜି ଭୋରୁ ବ୍ରହ୍ମଗିରି ରେଞ୍ଜ ଅଧିନ ରାହାଡ଼ମଲ ଗାଁ ନିକଟରୁ ଏକ ହରିଣ ଉଦ୍ଧାର କରି ରାହାଡ଼ମଲ ଗ୍ରାମର ଲୋକେ ବନବିଭାଗକୁ ହସ୍ତାନ୍ତର କରିଛନ୍ତି।

   Related Posts