Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ବ୍ରହ୍ମପୁର ବ୍ୟବସାୟୀ ସଙ୍ଘର ନିଆରା ପଦକ୍ଷେପ: ମାସ୍କ ନାହିଁ ତ ଜିନିଷ ନାହିଁ

11/04/2020 at 5:01 PM

ବ୍ରହ୍ମପୁର୧୧/୧୧: ମାସ୍କ ନାହିଁ ତ ଜନିଷ ନାହିଁ। ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ବ୍ରହ୍ମପୁର ବ୍ୟବସାୟୀ ସଙ୍ଘ। ଯେଉଁମାନେ ମାସ୍କ ପିନ୍ଧି ନ ଆସିବେ, ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦିଆଯିବ ନାହିଁ।  ସାରା ବିଶ୍ବ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ବ୍ରହ୍ମପୁର ବ୍ୟବସାୟୀ ସଂଘଙ୍କ ଏଭଳି ନିଆରା ଚିନ୍ତାଧାରକୁ ସମସ୍ତେ ସ୍ବାଗତ କରିଛନ୍ତି।

 ଅତ୍ୟାବଶ୍ୟକୀୟ ଜିନିଷ କିଣିବାକୁ ଗଲେ ମାସ୍କ ବାଧ୍ୟତାମୂକଳ ବୋଲି ସଂଘର କାର୍ଯ୍ୟକର୍ତ୍ତା କହିଛନ୍ତି।  ବ୍ୟବସାୟୀ ସଂଘର ଏଭଳି ବାର୍ତ୍ତା ଦେବାର କାରଣ ଲୋକେ ସୁରକ୍ଷିତ ରହିବା ଏବଂ ତାସହ ଦୋକାନକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଦୋକାନୀ ସଂଘ ଘୋଷଣା କରିବା ପରେ ଗ୍ରାହକମାନେ ମୁହଁରେ ମାସ୍କ ପିନ୍ଧି ଦୋକାନ ମୁହଁରେ ଭିଡ ଲଗାଇଥିଲେ। ମାସ୍କ ପିନ୍ଧିବାଥିବା ଗ୍ରାହକଙ୍କୁ ଜିନିଷ ମିଳୁଥିବା ବେ​ଳେ​‌ ମାସ୍କ ନ ପିନ୍ଧିବା ଗ୍ରାହକଙ୍କୁ ଜିନିଷ ନ ଦେଇ ଦୋକାନୀ ଫେରାଇ ଦେଇଥିଲେ।

   Related Posts