ଭୁବନେଶ୍ବର୩୦/୪: UGC ଗାଇଡଲାଇନ୍ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ବରିଷ୍ଠ ଅଧିକାରୀଙ୍କୁ ଡାକି ଏ ନେଇ ତର୍ଜମା କାରଯିବ।ଓଡିଶା ପରିପ୍ରେକ୍ଷୀରେ ଯାହା ଭଲ ହେବ ତାହା ଲାଗୁ କରାଯିବ। ଲକଡାଉନ୍ ଖୋଲିବା ପରେ ପରୀକ୍ଷା ହେବ।ତେଣୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।କ୍ରାଇସିସ୍କୁ ଅପରଚୁନିଟିରେ ପରିଣତ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।
ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି?...