ବ୍ରହ୍ମପୁରରେ ପୋଖରୀହୁଡ଼ାରୁ ନବଜାତ ଶିଶୁ ଉଦ୍ଧାର
21/08/2018 at 12:40 AM

ଗଞ୍ଜାମ ୨୧/୮:ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କେବିରି ବ୍ରହ୍ମପୁର ଗ୍ରାମ ନିକଟସ୍ଥ ପୋଖରୀହୁଡ଼ାରୁ ଏକ ନବଜାତ ଶିଶୁ ପୁତ୍ର ଗ୍ରାମ ବାସିଙ୍କ ଦ୍ବାରା ଉଦ୍ଧାର କରାଯାଇଛି।ଗ୍ରାମର ଆଶା ଦିଦିଙ୍କ ସାହାଯ୍ୟରେ ଭଞ୍ଜନଗର ମେଡିକାଲ ରେ ଭର୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଶିଶୁପୁତ୍ରକୁ ନେବାପlଇଁ ଗ୍ରାମର କିଛି ଲୋକ ମେଡିକାଲରେ ଭିଡ ଜମାଇ ଥିବା ଦେଖିବାକୁ ମିଳିଛି।