Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସରକାରୀ କର୍ମଚାରୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା, ଟଙ୍କା ଫେରାଇବାକୁ ପରାମର୍ଶ

17/09/2019 at 2:43 PM

ଭୁବନେଶ୍ବର ୧୭।୯: ଅଯୋଗ୍ୟଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିଛି କାଳିଆ ଟଙ୍କା । ୧୨ ହଜାର ବଡଚାଷୀ କାଳିଆ ଟଙ୍କା ପାଇଛନ୍ତି । ୯ ହଜାର ନାବାଳକ ଓ ନାବାଳିକା ଯୋଜନାର ଫାଇଦା ନେଇଛନ୍ତି । ୨୦ ହଜାର ସରକାରୀ ଚାକିରିଆ ଓ ପେନ୍‌ସନ ଭୋଗୀ ପାଇଛନ୍ତି ଟଙ୍କା । ୩ ଲକ୍ଷ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାଁରେ ଟଙ୍କା । ଏନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

   Related Posts