ସରକାରୀ କର୍ମଚାରୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା, ଟଙ୍କା ଫେରାଇବାକୁ ପରାମର୍ଶ

Published By : Prameya-News7 Bureau | September 17, 2019 IST

ଭୁବନେଶ୍ବର ୧୭।୯: ଅଯୋଗ୍ୟଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିଛି କାଳିଆ ଟଙ୍କା । ୧୨ ହଜାର ବଡଚାଷୀ କାଳିଆ ଟଙ୍କା ପାଇଛନ୍ତି । ୯ ହଜାର ନାବାଳକ ଓ ନାବାଳିକା ଯୋଜନାର ଫାଇଦା ନେଇଛନ୍ତି । ୨୦ ହଜାର ସରକାରୀ ଚାକିରିଆ ଓ ପେନ୍‌ସନ ଭୋଗୀ ପାଇଛନ୍ତି ଟଙ୍କା । ୩ ଲକ୍ଷ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାଁରେ ଟଙ୍କା । ଏନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.