ଇନ୍ଦ୍ରାବତୀ ଜଳଭଣ୍ଡାରର ୩ ଟି ଗେଟ୍ ଖୋଲିଲା

Published By : Prameya-News7 Bureau | August 16, 2018 IST

ନବରଙ୍ଗପୁର ୧୬/୮ : ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍ ଖୋଲିଲା । ୩ ଟି ଗେଟ୍ ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ । ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ବର୍ତ୍ତମାନ ୬୪୦.୦୭ ମିଟରରେ ପାଣି ରହିଥିଲା । ନବରଙ୍ଗପୁର ଜିଲ୍ଲାପାଳ ଓ ଇନ୍ଦ୍ରାବତୀ ଜଳଭଣ୍ଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଗେଟ୍ ଖୋଲାଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.