Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇନ୍ଦ୍ରାବତୀ ଜଳଭଣ୍ଡାରର ୩ ଟି ଗେଟ୍ ଖୋଲିଲା

16/08/2018 at 8:34 AM

ନବରଙ୍ଗପୁର ୧୬/୮ : ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍ ଖୋଲିଲା । ୩ ଟି ଗେଟ୍ ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ । ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ବର୍ତ୍ତମାନ ୬୪୦.୦୭ ମିଟରରେ ପାଣି ରହିଥିଲା । ନବରଙ୍ଗପୁର ଜିଲ୍ଲାପାଳ ଓ ଇନ୍ଦ୍ରାବତୀ ଜଳଭଣ୍ଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଗେଟ୍ ଖୋଲାଗଲା ।

   Related Posts